Pt. Mahesh Sahu

General Secretary of Vishva Hindu Parishad,Odisha
Social reformer / Spiritual speaker

24/01/2024
24/01/2024

ଯୋଗାଯୋଗ କରିବାକୁ ଅନୁରୋଧ 🙏

23/01/2024

ଭାରତ ମାତାର ସୁଯୋଗ୍ୟ ସନ୍ତାନ ଦୁଇଜଣ ମହାପୁରୁଷଙ୍କ ଜନ୍ମଜୟନ୍ତୀ
ସେମାନଙ୍କ ପାଦତଳେ କୋଟି କୋଟି ପ୍ରଣାମ l🙏🏿🙏🏿
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି l🙏🏿🙏🏿

23/01/2024

ମହାନ୍ ଲୋକ ନେତା ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏

Photos from Pt. Mahesh Sahu's post 23/01/2024
23/01/2024

ଭାରତ ବର୍ଷର ଅଦ୍ବିତୀୟ ନେତା, ଭାରତ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ଜନନାୟକ କୋଟି ଭାରତୀୟଙ୍କ ପ୍ରେରଣାର ଉତ୍ସ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏

ଭାରତ ମାତା କି ଜୟ 🇮🇳

22/01/2024

ସେହି ଅପେକ୍ଷିତ ମୁହୂର୍ତରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଭବ୍ୟ ପ୍ରାଣ
ପ୍ରତିଷ୍ଠା ମହୋତ୍ସବରେ ଉପସ୍ଥିତ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇ
ନିଜକୁ ଧନ୍ୟ ମନେ କରୁଛି 🙏🙏🙏

Photos from Pt. Mahesh Sahu's post 21/01/2024

ପବିତ୍ର ଅଯୋଧ୍ୟା କ୍ଷେତ୍ରରେ ଓଡିଶାର ପୂଜ୍ୟ ସାଧୁ ସନ୍ଥ ଓ ବିଶିଷ୍ଟ
ବ୍ୟକ୍ତି ମାନଙ୍କୁ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ପ୍ରିୟ ଭାଉଜ
ଶ୍ରୀମତୀ ମୃଦୁଳା T ପ୍ରଧାନ ଆମେ ରହୁଥିବା ନିବାସ ସ୍ଥଳରେ ସମସ୍ତଙ୍କୁ ଭେଟିଲେ 🙏🙏🙏

Photos from Shri Ram Janmbhoomi Teerth Kshetra's post 20/01/2024
20/01/2024

ପୂଣ୍ୟଭୂମି ଅଯୋଧ୍ଯା ନଗରୀରୁ...ଜୟ ଶ୍ରୀରାମ 🚩🕉

20/01/2024

ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ କୋଟି କନ୍ଦର୍ପଲାବଣ୍ୟ ରୂପ ଓ ଶ୍ରୀମୁଖାରବିନ୍ଦ ର ସ୍ମିତ ହାସ୍ୟ ! ଆହାଃ !
ତ୍ରିଭୁବନ ଚରାଚର ଜଗତର ଭୂମି ଠାରୁ ଭୂମା ପର୍ଯ୍ୟନ୍ତ ସକଳ ଜୀବ ଜଗତ ସାଧୁ ସନ୍ଥ ମୁନି ଋଷି ନିର୍ବାଣ ଏଇ ବାଲ ସ୍ଵରୂପ ରଘୁନନ୍ଦନ ମୁଖକୁ ଦେଖି କୃତ୍ୟ କୃତ୍ୟ ... ଜୟ ଶ୍ରୀରାମ 🙏
ଶ୍ରୀରାମ ରାମ ରାମେତି ରମେ ରାମେ ମନୋରମେ ।
ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ॥

19/01/2024

🕉🚩🙏

15/01/2024

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ 🙏

Photos from Pt. Mahesh Sahu's post 12/01/2024

ଆଜି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର କାସିଆଡ଼ିହି
ଠାରେ ଉତ୍କଳ ମଣି ଗୋପବନ୍ଧୁ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ
ପ୍ରତିଭା ସମ୍ମାନ 2024 ସମାରୋହ ଅବସରରେ ମୁଖ୍ୟ ବକ୍ତା ରୂପେ
ଯୋଗ ଦେଇ ନିଜର ବିଚାର ରଖିଲି 🙏🙏🙏

12/01/2024

ଆଗାମୀ ଜାନୁୟାରୀ 22ତାରିଖରେ ହେବାକୁ ଥିବା ଅଯୋଧ୍ୟା
ଶ୍ରୀରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସାରା ଦେଶରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ତରଫରୁ ପୂଜିତ
ଅକ୍ଷତ ବଣ୍ଟନ କାର୍ଯ୍ୟକ୍ରମରେ ଭାଗ ନେଇ ଅନୁଗୋଳ ବ୍ଲକର
ନନ୍ଦପୁର ପଞ୍ଚାୟତରେ ନିମନ୍ତ୍ରଣ କରିବାର ସୌଭାଗ୍ୟ ପାଇଲି 🙏

12/01/2024

ଭାରତ ବର୍ଷର ଅଦ୍ବିତୀୟ ଯୁଗପୁରୁଷ ପୂଜ୍ୟ ସ୍ଵାମୀ ବିବେକାନନ୍ଦଙ୍କ
ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି..

ଯାହାଙ୍କର ବାଣୀ ଆଜି ପର୍ଯ୍ୟନ୍ତ ସାରା ଭାରତବର୍ଷକୁ ମାର୍ଗଦର୍ଶନ କରିଆସୁଛି ଏବଂ ଭବିଷ୍ୟତରେ କରୁଥିବ ମଧ୍ୟ ...🙏

11/01/2024

ଆସନ୍ତା ଜାନୁୟାରୀ 22ତାରିଖରେ ଅଯୋଧ୍ୟା ପୂଣ୍ୟ ଶ୍ରୀରାମ
ଜନ୍ମଭୂମିରେ ଶ୍ରୀରାମ ଲାଲାଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା
କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ
କ୍ଷେତ୍ର ନ୍ୟାସ ତରଫରୁ ନିମନ୍ତ୍ରଣ ପାଇବା ମୋ ପାଇଁ ସୌଭାଗ୍ୟ🙏

08/01/2024

ଶ୍ରୀ ଭାଗବତ କଥା ଲାଛବନ୍ଧ ଅନୁଗୋଳ 🙏

Photos from Pt. Mahesh Sahu's post 07/01/2024

ଅନୁଗୋଳ ଜିଲ୍ଲା ତାଳଚେର ବଡ଼ ଜୋରଡ଼ା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ନିଜର ବିଚାର ରଖିଲି 🙏🙏🙏

04/01/2024

ମଧ୍ୟପ୍ରଦେଶ ସ୍ଥିତ ଉଜ୍ଜଇନି ଠାରେ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦ
ବିଦ୍ୟା ପ୍ରତିଷ୍ଠାନରେ ଯାହା ଦେଖିଲି ଓ ଯାହା ଶୁଣିଲି ମୋତେ ଅତ୍ୟନ୍ତ
ଆନନ୍ଦପ୍ରଦ ହେଲା ଦୀର୍ଘ ଦିନର ଏହା ଅନୁଷ୍ଠାନ ହୋଇଥିଲେ ମଧ୍ୟ
ଯେଉଁ ଭଳି ବିକାଶ ହେବା କଥା ସେହିଭଳି ହୋଇପାରିନଥିଲା
ବୋଲି ସ୍ଥାନୀୟ ପ୍ରତିଷ୍ଠାନ ଅନ୍ତେବାସୀଙ୍କ ମତ କିନ୍ତୁ ବର୍ତ୍ତମାନ ଭାରତ
ସରକାରଙ୍କ ପ୍ରାଚୀନ ପରମ୍ପରା ପ୍ରତି ଅନୁରକ୍ତି ଦେଶର ଯଶସ୍ବୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟିକୁ ଓଡ଼ିଶା ରତ୍ନ କେନ୍ଦ୍ର
ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତାର ସହିତ ପ୍ରତିଷ୍ଠାନର
ବିକାଶ ଓ ଦେଶ ବ୍ୟାପି ସଂସ୍କୃତି ପରମ୍ପରା ସମ୍ପର୍ଣ୍ଣ ବେଦର ପ୍ରଚାର
ପ୍ରସାର ପାଇଁ ଅହରହ ଉଦ୍ୟମ ରତ ସେଥିପାଇଁ ଉଜ୍ଜଇନି ଭଳି
ଜ୍ଞାନ ପିପାସୁ ମାଟିରେ ଓଡ଼ିଆ ପୁଅର ପ୍ରଶଂସା ଶୁଣି ଜଣେ ଓଡ଼ିଆ
ଭାବରେ ମୁଁ ଗର୍ବିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ମହାକାଳ ଶ୍ରୀ ପ୍ରଧାନଙ୍କ ଉପରେ ଅମୋଘ କୃପା ବର୍ଷା କରନ୍ତୁ ଏହିଭଳି ଜୟ ଯାତ୍ରା
ଜାରିରହୁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା 🙏🙏🙏

Photos from Pt. Mahesh Sahu's post 03/01/2024

ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ସର୍ବ ସିଦ୍ଧ ପୀଠ ମା ବଗଳାମୁଖୀଙ୍କ
ଦର୍ଶନ କରିବାର ସୌଭାଗ୍ୟ ପାଇ ଧନ୍ୟ ହେଲି 🙏🙏🙏

Photos from Pt. Mahesh Sahu's post 01/01/2024

ଆଜି ପରମ ସୌଭାଗ୍ୟ ମଧ୍ୟପ୍ରଦେଶ ଉଜ୍ଜଇନି ସ୍ଥିତ ଦ୍ୱାଦଶ ଜୋତିର୍ଲିଙ୍ଗ ଅନ୍ତର୍ଗତ ଶ୍ରୀମହାକାଳଙ୍କ ଦର୍ଶନ ମିଳିଲା 🙏🙏

Photos from Pt. Mahesh Sahu's post 29/12/2023

ସମ୍ବଲପୁର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଦ୍ୱାରା
ଆୟୋଜିତ ବୁଦ୍ଧିଜୀବୀ ସଂଗୋଷ୍ଟି (ସଙ୍କଟରେ ଶ୍ରୀ ଜଗନ୍ନାଥ ସଂସ୍କୃତି)
ସମ୍ପର୍କିତ ବିଷୟ ଉପରେ ଆଲୋଚନାରେ ମୁଖ୍ୟବକ୍ତା ରୂପେ ଯୋଗ
ଦେଇ ନିଜର ବିଚାର ରଖିଲି 🙏🙏🙏

Photos from Vishva Hindu Parishad -VHP's post 29/12/2023
28/12/2023

ଆଜି ସମ୍ବଲପୁର ଠାରେ 108କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ
ଦର୍ଶନ କରିବାର ସୌଭାଗ୍ୟ ମିଳିଲା 🙏🙏🙏

Photos from Pt. Mahesh Sahu's post 26/12/2023

ଆଜି ତାଳଚେର ଗୋବରା ସ୍ଥିତ PERI PHERAL PUBLIC SCHOOLର ରୋପ୍ୟ ଜୟନ୍ତୀ ଅବସରରେ ମୁଖ୍ୟ ବକ୍ତା ରୂପେ
ଯୋଗ ଦେଇ ନିଜର ବିଚାର ରଖିଲି 🙏🙏🙏

Want your public figure to be the top-listed Public Figure in Bantala?
Click here to claim your Sponsored Listing.

Videos (show all)

ପୂଣ୍ୟଭୂମି ଅଯୋଧ୍ଯା ନଗରୀରୁ...ଜୟ ଶ୍ରୀରାମ 🚩🕉#RamMandirPranPratishtha #AyodhyaRamTemple
#Bharat #Utkala
ଭଗବାନ ସର୍ବତ୍ର ବିଦ୍ୟମାନ୍ 🙏
ଆଗାମୀ ଜାନୁୟାରୀ 22ତାରିଖରେ ହେବାକୁ ଥିବା ଅଯୋଧ୍ୟାଶ୍ରୀରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସାରା ଦେଶରେ ଶ୍ରୀରାମ ଜନ୍...
#Bhagavat #ଭାଗବତ #SanatanaDharma
ଜୟ ଶ୍ରୀରାମ 🙏
ସଂସାରରେ ସବୁଠାରୁ ଦାମିକା କ'ଣ ?#SanatanaDharma
ସତ୍ୟନିଷ୍ଠ ବସୁଦେବ 🙏
ସର୍ବେ ଭବନ୍ତୁ ସୁଖିନଃ !!
ଜୀବ ଅମର !!
ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦରେ ଶ୍ରୀ ଭାଗବତ କଥା ପ୍ରେମୀଙ୍କବିପୁଳ ସମାଗମ ବାସ୍ତବରେ ପ୍ରେରଣାଦାୟୀ. ଜୟ ଜଗନ୍ନାଥ 🙏
ମା' ର ସଂକଳ୍ପରେ ସମାଜ ପରିବର୍ତନ ସମ୍ଭବପର..

Category

Website

Address


Bantala , Angul
Bantala
759129

Other Bantala public figures (show all)
Bio & other Bio & other
Bantala, 759129

arati_vlog57