Jibanbindu

Jibanbindu

Nearby non profit organizations

Bakshi Foundation Trust
Bakshi Foundation Trust
Janpath Bapujinagar

Jibanbindu - It was established in 2015 as the national platform of voluntary non- remunerated blood donor org of odisha.

It is a place for sharing learning & traning policies for blood science & blood donation.

06/12/2023

ରକ୍ତାଭାବ ଦୂର କରି ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଆନ୍ଦୋଳନର ରୂପ ନେଉଛି Odisha Mo Parivar Jibanbindu କାର୍ଯ୍ୟକ୍ରମ। ପ୍ରତିଟି ଜୀବନ ମୂଲ୍ୟବାନ ମନ୍ତ୍ର ଆଧାରରେ ଦଳ ପକ୍ଷରୁ ବଡ଼ଚଣାଠାରେ ଆୟୋଜିତ ରକ୍ତଦାନ ଶିବିରରେ ୧୫୦୮ ୟୁନିଟ ରକ୍ତ ସଂଗ୍ରହ ହେବା ମହତ ବାର୍ତ୍ତା ଦେଉଛି। ସୌ-ସକାଳ

Photos from Jibanbindu's post 10/11/2023

No words to express my heartfelt thanks to LK Das and Sunil Panda for their timely humantarian act without making any delay and donated rarest B-ve blood for a critical Ectopic surgery of a mother Ms Daimati Gouda in a medical emergency and saved a precious life. May Lord Jagannath bless you Laxmi Bhai and Sunil Bhai. Special thanks to Pabitra Sahoo for your support.

26/10/2023

ରକ୍ତାଭାବ ଦୂର କରି ଲୋକଙ୍କ ଜୀବନ ରକ୍ଷା ଲକ୍ଷ୍ୟରେ ଫୁଲବାଣୀଠାରେ ଆୟୋଜିତ Odisha Mo Parivar Jibanbindu ରକ୍ତଦାନ ଶିବିରରେ ୫୬ ୟୁନିଟ ସଂଗ୍ରହ ହୋଇଛି। ସମାଜର କଲ୍ୟାଣ ପାଇଁ ରକ୍ତଦାନ ଶିବିରରେ ସ୍ଵେଚ୍ଛାକୃତ ରକ୍ତଦାତାଙ୍କ ଯୋଗଦାନ ଉତ୍ସାହପ୍ରଦ।

07/10/2023

ଆଜି କୋରାପୁଟ ମେଡିକାଲରେ ଶୁଭ୍ରାଂଶୁ ନାମକ ୧୧ ବର୍ଷର ଶିଶୁ ଙ୍କୁ ଆମ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଭାଇ "ଓ" ପୋଜେଟିଭ ରକ୍ତଦାନ କରିଥିବାରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।🙏

14/06/2023

Blood donation is the noblest act of humanity and therefore I salute to all the blood donors. On , let's encourage everyone to regularly to help save lives.

13/06/2023

🕓 Every few seconds, someone, somewhere, needs !

This let’s come together to celebrate the generosity of and inspire others to give blood & share life!



CMO Odisha Naveen Patnaik

01/10/2022

There is no greater act of humanity than blood donation. On National Voluntary Day, urging all to spread awareness on blood donation and join programme to save precious lives. Odisha Mo Parivar Jibanbindu

14/01/2022

There is greatness inside all of us, but first we must choose to be great. Mrityunjay bhai you are incredible for donating 6th times (B-ve) for a needy patient at SCB Medical college, .

11/01/2022

{ ❤🙏👍🏻




Our LifeSaver who has donated for an emergency case, at

Five Minutes Of Your Time - 350 Ml. Of Your Blood = One Life Saved..🙏🙏🙏🙏🙏

Great job done by you.
Keep it up n stay blessed always.
Take care of your health.
चलो रक्तदान को बनाये अभियान,
रक्तदान से बचाये जान।

बढ़ाये एक कदम रक्तदान की ओर👣

:Photo posting here for others inspiration only.

You don't have to be a doctor to save lives.
Just donate blood.
It's safe, It's simple,And it saves lives.😊😍
पूरे भारत में सिर्फ 1 % लोग ही रक्तदान करते है और मुझे गर्व है की मैं उस 1% की गिनती में आता हूं क्या आप भी आते हो इस गिनती में ।
​ଭଗବାନ ଜଣଙ୍କୁ ସୁସ୍ଥ କରି ରଖିବାର ଉଦ୍ଦେଶ୍ୟ ସେ ଅସୁସ୍ଥ ଲୋକଙ୍କ ସେବା କରିପାରିବ। ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ଜଣେ ସୁସ୍ଥ ଲୋକ ରକ୍ତଦାନ କରି ତାଙ୍କ ଜୀବନ ବଂଚାଇ ପାରିବ। ରକ୍ତର କୌଣସି ବିକଳ୍ପ ନାହିଁ। ତେଣୁ ରକ୍ତଦାନ ସବୁଠାରୁ ପୂଣ୍ୟ କାର୍ଯ୍ୟ । ରକ୍ତର କୌଣସି ଶ୍ରେଣୀ ନାହିଁ। ଧନୀ-ଗରିବ, ଉଚ୍ଚ-ନୀଚ, ହିନ୍ଦୁ-ମୁସଲମାନ ସମସ୍ତଙ୍କ ରକ୍ତ ସମାନ। ଯେତେ କ୍ଷମତାଶାଳୀ ଲୋକ ହୋଇଥିଲେ ବି ରକ୍ତ ଦରକାର ସମୟରେ ଆଉ ଜଣେ ଲୋକ ହିଁ ଆବଶ୍ୟକ। ରକ୍ତର ବିକଳ୍ପ କେବଳ ରକ୍ତ। ଜଣଙ୍କ ସହମତି ବିନା ରକ୍ତ ମିଳି ପାରିବ ନାହିଁ। ତେଣୁ ଅଂହଭାବ ଦୂର କରି ଆସନ୍ତୁ ସମସ୍ତେ ରକ୍ତ ସଂପର୍କରେ ବାନ୍ଧି ହେବା ।

#ରକ୍ତ_ଅଭାବରୁ_କାହାର_ଯେପରି_ଜୀବନ_ନ_ଚାଲିଯାଉ_ସେଥିପାଇଁ_ଆମେ_ସର୍ବଦା_ଚେଷ୍ଟିତ l, 🙏🙏🙏👍👍👍❤❤❤

10/01/2022

Immensely grateful & touched by your blood donation. Thanks Siba prasad Bhai for helping an needy one and donating (O-ve) at Apollo Hospital, . You are a great soul.. Proud of you🙏🏻

07/01/2022

ଭଗବାନଙ୍କ ସବୁ ଠୁ ମୂଲ୍ୟବାନ ସୃଷ୍ଟି ହେଉଛି ରକ୍ତ. ଯାହାକି ଆମ ଭିତରେ ଏକ ଭାଇଚାରା ଭାବ କୁ ସ୍ପଷ୍ଟ କରେ. ଅପଣଙ୍କର ପ୍ରତି ଟି ରକ୍ତବିନ୍ଦୁ ଏକ ମହାନ ମାନବିକତା ର ଉଦାହରଣ ଦେଉଛି.ଅପଣଙ୍କ ଏହି ଦାନ ଆଜିର ଯୁବ ପିଢ଼ି କୁ ଏକ ନୂଆ.ପ୍ରେରଣା ଯୋଗେଇବ. ଧନ୍ୟବାଦ ଭାଇ.ଆଜି ରକ୍ତ ଦାନ କରି ଅପଣ ମହାନତାର ପରିଚୟ ଦେଇଛନ୍ତି.

06/01/2022

*जीवन मिला है तो , उसे सार्थक बनाइए,*
*रक्तदान ❣️कर किसी के जीवन में*
*आशा के दीप जलाईये *

#रक्तदान_जीवन दान 🙏🏻

धन्य हैं वे लोग जो एक आवाज पर रक्तदान को तैयार हो जाते हैं।

04/01/2022
29/12/2021

Your small effort can preserve someone's smile. We would like to thank Mr. Arun rout. He donated SDP (A+ve) at Capital Blood Center, Bhubaneswar in an emergency case & set a solid example of humanity.

Photos from Jibanbindu's post 26/05/2021

"ୟସ" ଭଳି ଭୟଭହ ବାତ୍ୟା ର ପ୍ରଚୋର ତାଣ୍ଡବ ମଧ୍ୟରେ ବର୍ଷା କୁ ଖାତିର ନକରି ରାଉରକେଲା ରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଛାତ୍ର ନେତା ଆଶୁତୋଷ ଜେନାଙ୍କ ନେତୃତ୍ୱ ରେ ସ୍ୱେଚ୍ଛାକୃତ ଜୀବନ ବିନ୍ଦୁ ରକ୍ତଦାନ ଶିବିର ସଫଳ ଆୟୋଜନ କରାଯାଇଅଛି l ମୁଖ୍ୟ ଅତିଥିଭାବେ ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l

14/05/2021

ସିଲଭର ସିଟିରେ ହେବନି ଅକ୍ସିଜେନର ଅଭାବ! ଫୋନ୍ କଲେ ଘରେ ପହଞ୍ଚିଯାଉଛି ଅକ୍ସିଜେନ୍ । ବାଇକ୍ ଅକ୍ସିଜେନକୁ ନେଇ ଏବେ ଚର୍ଚ୍ଚା ।

13/05/2021

#ପ୍ଳାଜ୍‌ମା_ସଂଗ୍ରହ_ଉପରେ_ମୁଖ୍ୟମନ୍ତ୍ରୀଙ୍କ_ଗୁରୁତ୍ୱ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ଓଡ଼ିଶା ମୋ ପରିବାର'ର କାର୍ଯ୍ୟ ସମୀକ୍ଷା କରିଛନ୍ତି । ପ୍ଲାଜ୍‌ମା ସଂଗ୍ରହ, ରକ୍ତ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସମୟରେ ଥାଲାସେମିଆ, ସିକଲସେଲ ରୋଗୀଙ୍କୁ ରକ୍ତ ଦରକାର ପଡୁଛି

01/05/2021

22/04/2021

From 01/05/2021 onwards each person above 18 will vaccinate. *During vaccination process there may be shortage of blood in blood banks because there's 42 days gap between 1st and 2nd dose and also after 2nd dose vaccine nobody will allowed to donate blood till 28days.* As it's a mass vaccination drive there may arise blood crisis to needy patients. *To avoid the shortfall the members of FBDOO requesting all donors and interested persons to come forward and donate blood before taking corona vaccine.*

www.BloodMatters.org

22/04/2021

ଏବେ 18 ବର୍ଷ ବୟସ ରୁ ଉର୍ଦ୍ଧ ଲୋକ vaccine ନେଇପାରିବେ କିନ୍ତୁ vaccine ନବା ର ତିନି ମାସ ଯାଏଁ ରକ୍ତ ଦେଇହବନି । ତେଣୁ ସମସ୍ତଙ୍କୁ ଅନୁରୋଧ କରୁଛି vaccine ନବା ପୂର୍ବୁରୁ କୌଣସି ଜରୁରୀ କାଳୀନ ରୋଗୀ ଙ୍କୁ ରକ୍ତ ଦାନ କରି vaccine ନିଅନ୍ତୁ।

26/03/2021

ରକ୍ତ ଅଭାବରୁ ପ୍ରତିଟି ଜୀବନ ସୁରକ୍ଷିତ କରିବା ପାଇଁ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ବାରଙ୍ଗ ବ୍ଲକ୍ ରାମଦାସପୁର ପଞ୍ଚାୟତରେ ଅନୁଷ୍ଠିତ ଏହି ଶିବିରରୁ ୭୧ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ସୌ- ଓଡ଼ିଶା ଭାସ୍କର

26/03/2021

ରକ୍ତାଭାବ ଦୂର କରି ଲୋକଙ୍କ ଜୀବନ ରକ୍ଷା ପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଆହ୍ଵାନ କ୍ରମେ ସମ୍ବଲପୁରରେ ଆୟୋଜିତ ଓଡ଼ିଶା-ମୋ ପରିବାର ଜୀବନ ବିନ୍ଦୁ ଶିବିରରୁ ୫୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଆସନ୍ତୁ ମହତ ଉଦ୍ଦେଶ୍ୟ ନେଇ ରକ୍ତଦାନ ଅଭିଯାନକୁ ଆହୁରି ବ୍ୟାପକ କରିବା, ଲୋକଙ୍କ ଜୀବନ ବଞ୍ଚାଇବା। ସୌ- ସମ୍ବାଦ

25/03/2021

ବର୍ତ୍ତମାନ ସମୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଆମ ଚିର ସ୍ମରଣୀୟ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ସ୍ମୃତିରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆସନ୍ତା 28.03.2021 ତାରିଖ ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପ ଓ ପାଟକୁଲୁଣ୍ଡା ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ବିଜୁ ଯୁବ ଛାତ୍ର ମହିଳା ଜନତା ଦଳ ତରଫରୁ ଆୟୋଜନ କରାଯିବ ସମସ୍ତଙ୍କୁ ଅନୁରୋଧ ଆମେ ସମସ୍ତେ ମିଶି ରକ୍ତଦାନ କରିବା ଓ ଲୋକଙ୍କ ଜୀବନ ବଞ୍ଚାଇବା ।

Want your organization to be the top-listed Non Profit Organization in Bhubaneswar?
Click here to claim your Sponsored Listing.

Videos (show all)

Your small effort can preserve someone's smile. We would like to thank Mr. Arun Mohanty. He donated SDP (A+ve) at Capita...

Address


Bhubaneswar
751001

Other Charity Organizations in Bhubaneswar (show all)
Sukhdham Old Age Home Sukhdham Old Age Home
Bhubaneswar

A home to our elders.

S S charitable trust S S charitable trust
Plot No-504, Phase-3 , Dumuduma Bhubaneswar
Bhubaneswar, 751019

charity begins at home but should end there

Ashabaree Elderly Care Home Ashabaree Elderly Care Home
Ashabaree Elderly Home. NH-16, Behind Pal Heights Mantra Hotel. Pahala, Bhubaneswar. Pin-752101 (Odisha)
Bhubaneswar, 751032

Ashabaree elderly care home is a place for Senior Citizens in Odisha. A lot of careful analysis and

Aaina Aaina
Plot-70/3530, Near Hotel Mayfair Lagoon, Jaydev Vihar, Odisha
Bhubaneswar, 751013

Aaina envisages an inclusive society where each person has an identity, independence and exercises his/her rights with dignity and equality.

Shrusti Charitable Trust Shrusti Charitable Trust
Bajarang Vihar
Bhubaneswar, 751024

Insaniyat Insaniyat
Saheed Nagar, Chandi Bhandar Road, Beside Baba Akhandalamani Temple
Bhubaneswar, 751007

A little help with a little smile gives meaning to human life�

Matru Niwas Trust Matru Niwas Trust
Plot No/413/P , Jaydurga Nagar
Bhubaneswar, 751006

Sushila Foundatio serve free food to underprivileged families in Hospitals, Slums and Old Age Homes.

RD FOUNDATION RD FOUNDATION
Plot No/HIG. 3/131. SATYASAI ENCLAVE, Khandagiri
Bhubaneswar, 751019

We strive to improve the mental health of people and Adopt intellectually challenged children �

Khwab The Dreams Khwab The Dreams
Plot/1738 Baramunda Village
Bhubaneswar, 751003

Help without noticing anything and You will be noticed hereafter..

HABIT Odisha HABIT Odisha
Bhubaneswar, 751012

JIban Bindu JIban Bindu
S T Road, Janpath, Unit 3, Odisha
Bhubaneswar, 751001

JIBAN BINDU

We Can We Can
Maharshi College Road
Bhubaneswar, 751007

One meal for the poor, Help us to feed the hungry, underpriviledged children's, tribals, S*x workers and transgender as well as Covid affected villages of Odisha. # Kindly Donate m...