Kamala Kanta Sarangi

ସାଧାରଣ ମଣିଷ ଟିଏ
(କର୍ମ ହିଁ ଭଗବାନ)

05/10/2023
28/07/2023

ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଜିଲ୍ଲା ପରିଷଦ ୧୧ନଂ ଜୋନ ଘୁଗୁଡ଼ିପଡ଼ା ଓ ନଛିପୁର ଗ୍ରାମପଞ୍ଚାୟତର ବରିଷ୍ଠ କର୍ମକର୍ତ୍ତା ଓ ଜନପ୍ରତିନିଧି ମାନଙ୍କ ସହ ଏକ ବୈଠକରେ #ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ମହୋଦୟ #ଆଲୋଚନା ଅବସରରେ l

08/07/2023

I've just reached 200 followers! Thank you for continuing support. I could never have made it without each and every one of you. 🙏🤗🎉

24/04/2023

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ l ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା l

23/04/2023

ପବିତ୍ର ଅକ୍ଷୟ ତୃତୀୟା ଅବସରରେ l ସମସ୍ତ ଜନସାଧାରଣ ଓ କୃଷକ ଭାଇ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା l

22/04/2023

ପବିତ୍ର ଇଦ-ଉଲ-ଫିତର ଉପଲକ୍ଷେ ସମସ୍ତ ମୁସଲିମ ଭାଇ ଓ ଭଉଣୀ ମାନଙ୍କୁ ମୋର ଶୁଭେଚ୍ଛା l

20/04/2023

ଜୀବନ ର ଶେଷ ନିଶ୍ୱାସ ଥିବା ଯାଏଁ..
ଦଶପଲ୍ଲା ମାଟି ପାଇଁ ସଂଗ୍ରାମ ଜାରୀ ରହିବ..

17/04/2023

ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୬ତମ ଶ୍ରାଦ୍ଧ ଦିବସ ଅବସରରେ. ଭକ୍ତିପୂତ ଶ୍ରଦ୍ଧାଞ୍ଜଳି l

14/04/2023

ମହାବିଷୁବ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ସମସ୍ତ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା l

13/04/2023

- *******ଆମ ରାଜଧାନୀ ******-
ଭୁବନେଶ୍ୱର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଓ ଶୁଭକାମନା l

Photos from Kamala Kanta Sarangi's post 12/04/2023

ବିଜ୍ଞାପିତ ଅଞ୍ଚଳ ପରିଷଦ,ଦଶପଲ୍ଲା ଗାନ୍ଧୀ ମୈଦାନ ଠାରେ ୨୨୧ତମ ଭାରତ ପ୍ରସିଦ୍ଧ ଐତିହାସିକ ଲଙ୍କା ପୋଡ଼ି ଯାତ୍ରା ଉପଲକ୍ଷେ ସନ୍ଧ୍ୟାରେ ଆୟୋଜିତ ମନରଞ୍ଜନ କାର୍ଯ୍ୟକ୍ରମରେ #ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ମହୋଦୟ #ଯୋଗଦେବା ଅବସରରେ l

Photos from Kamala Kanta Sarangi's post 12/04/2023

ଭୁବନେଶ୍ୱର,ଜୟଦେବ ଭବନ ଠାରେ ଆୟୋଜିତ(ବିଶ୍ୱ ଛେନାପୋଡ଼ ଦିବସ)ପାଳନ ଅବସରରେ #ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ମହୋଦୟ #ଯୋଗଦେଇ ଥିଲେ l

11/04/2023

୨୨୧ତମ ଭାରତ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଉପଲକ୍ଷେ ସମସ୍ତ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା l

Photos from Kamala Kanta Sarangi's post 11/04/2023

ଆସନ୍ତା ତା-୧୩.୦୪.୨୦୨୩ ଠାରୁ ତା-୧୫.୦୪.୨୦୨୩ ପର୍ଯ୍ୟନ୍ତ ହେବାକୁ ଥିବା କୁଆଁରୀଆ ମହୋତ୍ସବ-୨୦୨୩ର ସଫଳ ଆୟୋଜନ ନିମନ୍ତେ ମାନ୍ୟବର ବିଧାୟକ ଦଶପଲ୍ଲା ତଥା କୁଆଁରୀଆ ମହୋତ୍ସବ କମିଟି ର ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ଉପସ୍ଥିତି ରେ ତହସିଲଦାଲ,ଦଶପଲ୍ଲା ଓ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, NAC ଦଶପଲ୍ଲା ତଥା କୁଆଁରୀଆ ମହୋତ୍ସବ କମିଟି ର ବରିଷ୍ଠ ସଦସ୍ୟ ମାନଙ୍କ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l

11/04/2023

ଛେନାପୋଡ଼ ଦିବସ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା l

Photos from Kamala Kanta Sarangi's post 08/04/2023

ଆସନ୍ତା ତା -୧୮.୦୪.୨୦୨୩ ରିଖ ଠାରୁ ତା-୨୧.୦୪.୨୩ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ାଗଡ଼ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ର ସଫଳ ଆୟୋଜନ ନିମନ୍ତେ ମାନ୍ୟବର ବିଧାୟକ, ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି, ନୟାଗଡ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ମହୋଦୟ ଙ୍କ ଉପସ୍ଥିତି ରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଗ୍ରାମ ସଭାପତି,ସମ୍ପାଦକ ଓ ଗ୍ରାମବାସୀ ବୃନ୍ଦ ଙ୍କ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l

Photos from Kamala Kanta Sarangi's post 07/04/2023

ବିଜ୍ଞାପିତ ଅଞ୍ଚଳ ପରିଷଦ, ଦଶପଲ୍ଲା ଅନ୍ତର୍ଗତ ବିଶ୍ୱକର୍ମା ବଜାର ଠାରେ ଜୟ ଜଗନ୍ନାଥ ସେକେଣ୍ଡ ହାଣ୍ଡ ଗାଡ଼ି ସୋରୁମ ଶୁଭ ଉଦ୍ଘାଟନ କରିବା କରିବା ଅବସରରେ.. ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ମହୋଦୟ l

Photos from Kamala Kanta Sarangi's post 07/04/2023

ଦଶପଲ୍ଲା ବ୍ଲକ ଅଧିନରେ ଥିବା କୁଳୁରୁକୁମ୍ପା ଗ୍ରାମପଞ୍ଚାୟତ ର ଗୁରହା ଠାରେ ୬୫.୩୩ ଲକ୍ଷ ଟଙ୍କାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମଞ୍ଜୁର ହୋଇଥିବା ଏକ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ କୁ ଆଜି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା..ଉକ୍ତ କାର୍ଯ୍ୟପାଇଁ ଅଞ୍ଚଳବାସୀ,କୃଷକ ଭାଇମାନେ ଓ ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ l

Photos from Kamala Kanta Sarangi's post 07/04/2023

ଦଶପଲ୍ଲା ବ୍ଲକ ଅଧିନରେ ଥିବା କୁଳୁରୁକୁମ୍ପା ଗ୍ରାମପଞ୍ଚାୟତ ର ବାଣୀବିରି ଠାରେ ୫୧.୩୭ ଲକ୍ଷ ଟଙ୍କାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମଞ୍ଜୁର ହୋଇଥିବା ଏକ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ କୁ ଆଜି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା..ଉକ୍ତ କାର୍ଯ୍ୟପାଇଁ ଅଞ୍ଚଳବାସୀ,କୃଷକ ଭାଇମାନେ ଓ ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ l

Want your organization to be the top-listed Government Service in Bhubaneswar?
Click here to claim your Sponsored Listing.

Videos (show all)

#jay Jagannath
ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ l

Telephone

Website

Address


Odisha
Bhubaneswar
752084

Other Political Parties in Bhubaneswar (show all)
Sujit Paltasingh Sujit Paltasingh
Bhubaneswar
Bhubaneswar, 751002

Badri Narayan Patra Badri Narayan Patra
Bhubaneswar, 751019

BHARATIYA JANATA PARTY

Congress in Odisha Congress in Odisha
39 Ward
Bhubaneswar, 751012

SURAJ ROUT

Nagen Kumar bisoi Nagen Kumar bisoi
751016, OD
Bhubaneswar, 751016

Nagen Bisoi

BJD Digital Election Campaigning Odisha BJD Digital Election Campaigning Odisha
Bhubaneswar
Bhubaneswar

BJD Digital Election Campaigning Odisha

India Greens Party - Odisha India Greens Party - Odisha
Bhubaneswar, 751022

A Green Party for the people of India

AAP Party Bhubaneswr AAP Party Bhubaneswr
Bhubaneswar

AAP Party

Ekamra Biju Yuva Janata Dal Ekamra Biju Yuva Janata Dal
Bhubaneswar

On an idealistic journey towards realising the dreams of BijuBabu for a Progressive, Prosperous & Pe

Dhiren bjp ward member Dhiren bjp ward member
Bhubaneswar, 759143

Minority Deparment OPCC Minority Deparment OPCC
Bhubaneswar
Bhubaneswar, 752108

Isha Arya Isha Arya
Kendrapada
Bhubaneswar

�Save Hinduism ��