Astha Foundation Trust
Nearby non profit organizations
Bhubaneswar
751019
751009
BHUBANESWAR
You may also like
ସମାଜ ସେବା ହିଁ ଈଶ୍ୱର ସେବା
Dt: 18.01.2024
ଓଡିଶାର ଲୋକାପରିଚିତ ତଥା ସୁନାମଧନ୍ୟ #ସାଇନ୍_ଅଫ୍_ସନ୍ଧ୍ୟା_ଫାଉଣ୍ଡେସନର ସପ୍ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆଜି ଆମ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ଅନୁଷ୍ଠାନକୁ #ସାଇନ୍_ସେଵା_ରତ୍ନ_ସମ୍ନାନ_୨୦୨୪ ଭାବେ ସମ୍ନାନିତ କରିଥିଲେ ।
ଏହା ଆମ ଅନୁଷ୍ଠାନର ସମସ୍ତ ଭାଇ ଓ ଭଉଣୀମାନଙ୍କ ଦ୍ୱାରା ହିଁ ସମ୍ଭବ ହୋଇପାରୁଛି l ତେଣୁ ଆମ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। ଏବଂ ସାଇନ୍ ଅଫ୍ ସନ୍ଧ୍ୟା ଫାଉଣ୍ଡେସନ ପରିବାରର ଏହିଭଳି ଭଲ ପାଇବା, ସ୍ନହ, ଶ୍ରଦ୍ଧା ଓ ଆଶ୍ରିବାଦ ଆମ ଅନୁଷ୍ଠାନ ପ୍ରତି ରହିଥାଉ ଳ
"ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ " ପରିବାର ତରଫରୁ ସାଇନ୍ ଅଫ୍ ସନ୍ଧ୍ୟା ଫାଉଣ୍ଡେସନର ପରିବାରର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛୁ। 🙏🙏
Dt: 10.01.2024
#ସବୁଜ ସୁନ୍ଦର ପୃଥିବୀ ପାଇଁ ପ୍ରୟାସ..
#ସ୍ୱଚ୍ଛ ସୁନ୍ଦର ପୃଥିବୀ ପାଇଁ ଅଭିଯାନ..
ସ୍ୱଚ୍ଛ ନିର୍ମଳ ଏବଂ ସବୁଜ ସୁନ୍ଦର ପରିବେଶ ପ୍ରତେକ ନାଗରିକ ର କର୍ତବ୍ୟ l
ଭୁବନେଶ୍ୱର ଉପକଣ୍ଠ ହଂଶପାଳ ଅଞ୍ଚଳରେ ସ୍ୱଚ୍ଛତା କାଯ୍ୟକ୍ରମ କରାଯାଇଛି |
୍ନାଥ 🙏🏻
Dt: 07.01.2024
#ସବୁଜ ସୁନ୍ଦର ପୃଥିବୀ ପାଇଁ ପ୍ରୟାସ..
ଭୁବନେଶ୍ୱର ଉପକଣ୍ଠ ହଂଶପାଳ ଅଞ୍ଚଳରେ ବୃକ୍ଷ ରୋପଣ କରାଯାଇଥିବା ସ୍ଥାନ ରେ ଆଜି ମଧ୍ୟ ପାଣି ଦେବା ସହିତ ଏହାର ଯତ୍ନ ନେବା କାଯ୍ୟକ୍ରମ ଜାରି ରହିଛି |
ବୃକ୍ଷ ଲଗେଇବା ଯେତିକି ଗୁରତ୍ୱପୂର୍ଣ, ଏହାର ଯତ୍ନ ନେଇ ବଡ଼ କରିବା ତାହା ଠୁଁ ବେଶୀ ଗୁରୁତ୍ୱପୂର୍ଣ. ସେଥିପାଇଁ ଆମ୍ଭ ମାନଙ୍କର ପ୍ରୟାସ ସବୁବେଳେ ଏହାର ଯତ୍ନ ନେଇ ରକ୍ଷା କରିବା ପାଇଁ ଥାଏ |
୍ନାଥ 🙏🏻
Dt:01.01.2024
ମାନସ ଭାଇ ଙ୍କ ବାପାଙ୍କ ତୃତୀୟ ବର୍ଷି ଅବସରରେ ଏବଂ ଆର୍ଥିକ ସହାୟତା ରେ ଆସ୍ଥା ଫାଉଣ୍ଡେସନ ତରଫରୁ ଆସନ୍ତାକାଲି ସୋମବାର ଦିନ 10.00 ଘଟିକା ରୁ 3.00 ଘଟିକା ମଧ୍ୟରେ ସ୍ୱପ୍ନ ମନ୍ଦିର ଵୃଦ୍ଧାଶ୍ରମ ରେ ପାଳନ କରାଯାଇଛି.
ଏହି କାଯ୍ୟକ୍ରମ ରେ ଯୋଗଦାନ ଦେଇ ଏହାକୁ ସଫଳ କରିଥିବାରୁ ସମସ୍ତ କାଯ୍ୟକର୍ତ୍ତା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🙏
Dt: 26.12.2023
#ସବୁଜ ସୁନ୍ଦର ପୃଥିବୀ ପାଇଁ ପ୍ରୟାସ..
#ସ୍ୱଚ୍ଛ ସୁନ୍ଦର ପୃଥିବୀ ପାଇଁ ଅଭିଯାନ..
ସ୍ୱଚ୍ଛ ନିର୍ମଳ ଏବଂ ସବୁଜ ସୁନ୍ଦର ପରିବେଶ ପ୍ରତେକ ନାଗରିକ ର କର୍ତବ୍ୟ l
ଭୁବନେଶ୍ୱର ଉପକଣ୍ଠ ହଂଶପାଳ ଅଞ୍ଚଳରେ ସ୍ୱଚ୍ଛତା କାଯ୍ୟକ୍ରମ କରାଯାଇଛି |
୍ନାଥ 🙏🏻
Dt: 23.11.2023
#ସବୁଜ ସୁନ୍ଦର ପୃଥିବୀ ପାଇଁ ପ୍ରୟାସ..
ଭୁବନେଶ୍ୱର ଉପକଣ୍ଠ ହଂଶପାଳ ଅଞ୍ଚଳରେ ବୃକ୍ଷ ରୋପଣ କରାଯାଇଥିବା ସ୍ଥାନ ରେ ଆଜି ମଧ୍ୟ ପାଣି ଦେବା ସହିତ ଏହାର ଯତ୍ନ ନେବା କାଯ୍ୟକ୍ରମ ଜାରି ରହିଛି |
ବୃକ୍ଷ ଲଗେଇବା ଯେତିକି ଗୁରତ୍ୱପୂର୍ଣ, ଏହାର ଯତ୍ନ ନେଇ ବଡ଼ କରିବା ତାହା ଠୁଁ ବେଶୀ ଗୁରୁତ୍ୱପୂର୍ଣ. ସେଥିପାଇଁ ଆମ୍ଭ ମାନଙ୍କର ପ୍ରୟାସ ସବୁବେଳେ ଏହାର ଯତ୍ନ ନେଇ ରକ୍ଷା କରିବା ପାଇଁ ଥାଏ |
୍ନାଥ 🙏🏻
Dt: 13.11.2023

Dt: 12.11.2023

Dt: 09.11.2023
#ସବୁଜ ସୁନ୍ଦର ପୃଥିବୀ ପାଇଁ ପ୍ରୟାସ..
#ସ୍ୱଚ୍ଛ ସୁନ୍ଦର ପୃଥିବୀ ପାଇଁ ଅଭିଯାନ..
ଭୁବନେଶ୍ୱର ଉପକଣ୍ଠ ହଂଶପାଳ ଅଞ୍ଚଳରେ ବୃକ୍ଷ ରୋପଣ କରାଯାଇଥିବା ସ୍ଥାନ ରେ ପାଣି ଦେବା ସହିତ ଏହାର ଯତ୍ନ ନେବା କାଯ୍ୟକ୍ରମ ଜାରି ରହିଛି |
ବୃକ୍ଷ ଲଗେଇବା ଯେତିକି ଗୁରତ୍ୱପୂର୍ଣ, ଏହାର ଯତ୍ନ ନେଇ ବଡ଼ କରିବା ତାହା ଠୁଁ ବେଶୀ ଗୁରୁତ୍ୱପୂର୍ଣ. ସେଥିପାଇଁ ଆମ୍ଭ ମାନଙ୍କର ପ୍ରୟାସ ସବୁବେଳେ ଏହାର ଯତ୍ନ ନେଇ ରକ୍ଷା କରିବା ପାଇଁ ଥାଏ |
୍ନାଥ 🙏🏻
Dt: 26.10.2023
ଆଜି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ବୃକ୍ଷ ରୋପଣ କାଯ୍ୟକ୍ରମ କରାଯାଇଛି।
ଆସନ୍ତୁ ସମସ୍ତେ ମିଳିମିଶି ବୃକ୍ଷ ରୋପଣ କରି ଧରଣୀ ମା କୁ ସବୁଜିମା କରିବା।
ଆମ ପରିବେଶ ଆମ ଦାୟିତ୍ଵ 🙏🙏
Dt: 25.10.2023

Dt: 23.10.2023
#ସବୁଜ ସୁନ୍ଦର ପୃଥିବୀ ପାଇଁ ପ୍ରୟାସ..
#ସ୍ୱଚ୍ଛ ସୁନ୍ଦର ପୃଥିବୀ ପାଇଁ ଅଭିଯାନ..
ସ୍ୱଚ୍ଛ ନିର୍ମଳ ଏବଂ ସବୁଜ ସୁନ୍ଦର ପରିବେଶ ପ୍ରତେକ ନାଗରିକ ର କର୍ତବ୍ୟ l
ଭୁବନେଶ୍ୱର ଉପକଣ୍ଠ ହଂଶପାଳ ଅଞ୍ଚଳରେ ସ୍ୱଚ୍ଛତା କାଯ୍ୟକ୍ରମ କରାଯାଇଛି |
୍ନାଥ 🙏🏻
Dt: 22.10.2023
ଭୁବନେଶ୍ୱର ଉପକଣ୍ଠ ବମିଖାଲ ପୂଜା କମିଟି ର ଅନୁରୋଧ ରେ ଦୁର୍ଗାପୂଜା ମଣ୍ଡପ ପାଖରେ ସଡ଼କ ସୁରକ୍ଷା କାଯ୍ୟକ୍ରମ କରାଯାଇଛି |
୍ନାଥ 🙏🏻
Dt: 22.10.2023
#ସବୁଜ ସୁନ୍ଦର ପୃଥିବୀ ପାଇଁ ପ୍ରୟାସ..
#ସ୍ୱଚ୍ଛ ସୁନ୍ଦର ପୃଥିବୀ ପାଇଁ ଅଭିଯାନ..
ସ୍ୱଚ୍ଛ ନିର୍ମଳ ଏବଂ ସବୁଜ ସୁନ୍ଦର ପରିବେଶ ପ୍ରତେକ ନାଗରିକ ର କର୍ତବ୍ୟ l
ଭୁବନେଶ୍ୱର ଉପକଣ୍ଠ ହଂଶପାଳ ଅଞ୍ଚଳରେ ବୃକ୍ଷ ରୋପଣ କରାଯାଇଥିବା ସ୍ଥାନ ରେ ବୃକ୍ଷ ରେ ପାଇଁ ଦେଇ ଯତ୍ନ ନେବା କାଯ୍ୟକ୍ରମ ଜାରି ରହିଛି |
ବୃକ୍ଷ ଲଗେଇବା ଯେତିକି ଗୁରତ୍ୱପୂର୍ଣ, ଏହାର ଯତ୍ନ ନେଇ ବଡ଼ କରିବା ତାହା ଠୁଁ ବେଶୀ ଗୁରୁତ୍ୱପୂର୍ଣ. ସେଥିପାଇଁ ଆମ୍ଭ ମାନଙ୍କର ପ୍ରୟାସ ସବୁବେଳେ ଏହାର ଯତ୍ନ ନେଇ ରକ୍ଷା କରିବା ପାଇଁ ଥାଏ |
୍ନାଥ 🙏🏻
Dt: 18.10.2023

Dt: 17.10.2023
#ସବୁଜ ସୁନ୍ଦର ପୃଥିବୀ ପାଇଁ ପ୍ରୟାସ..
#ସ୍ୱଚ୍ଛ ସୁନ୍ଦର ପୃଥିବୀ ପାଇଁ ଅଭିଯାନ..
ସ୍ୱଚ୍ଛ ନିର୍ମଳ ଏବଂ ସବୁଜ ସୁନ୍ଦର ପରିବେଶ ପ୍ରତେକ ନାଗରିକ ର କର୍ତବ୍ୟ l
ଭୁବନେଶ୍ୱର ଉପକଣ୍ଠ ହଂଶପାଳ ଅଞ୍ଚଳରେ ସ୍ୱଚ୍ଛତା କାଯ୍ୟକ୍ରମ କରାଯାଇଛି |
୍ନାଥ 🙏🏻
Dt: 16.10.2023
ସୁରକ୍ଷା ହିଁ ଜୀବନର କର୍ତବ୍ୟ!!
ଭୁବନେଶ୍ୱର ଉପକଣ୍ଠ ହଂଶପାଳ ଅଞ୍ଚଳରେ ଅବସ୍ଥିତ ରୁଦ୍ରବିହାର ଅଞ୍ଚଳରେ ସୁରକ୍ଷା କାଯ୍ୟକ୍ରମ କରାଯାଇଛି |
#ସୁରକ୍ଷା ହିଁ ସମ୍ପଦ 🙏🏻🙏🏻
Dt: 14.10.2023
#ସବୁଜ ସୁନ୍ଦର ପୃଥିବୀ ପାଇଁ ପ୍ରୟାସ..
#ସ୍ୱଚ୍ଛ ସୁନ୍ଦର ପୃଥିବୀ ପାଇଁ ଅଭିଯାନ..
ସ୍ୱଚ୍ଛ ନିର୍ମଳ ଏବଂ ସବୁଜ ସୁନ୍ଦର ପରିବେଶ ପ୍ରତେକ ନାଗରିକ ର କର୍ତବ୍ୟ l
ଭୁବନେଶ୍ୱର ଉପକଣ୍ଠ ହଂଶପାଳ ଅଞ୍ଚଳରେ ସ୍ୱଚ୍ଛତା କାଯ୍ୟକ୍ରମ କରାଯାଇଛି |
ାଜ 🙏🏻
Dt: 10.10.2023
ଆଜି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ବୃକ୍ଷ ରୋପଣ କାଯ୍ୟକ୍ରମ କରାଯାଇଛି।
ଆସନ୍ତୁ ସମସ୍ତେ ମିଳିମିଶି ବୃକ୍ଷ ରୋପଣ କରି ଧରଣୀ ମା କୁ ସବୁଜିମା କରିବା।
ଆମ ପରିବେଶ ଆମ ଦାୟିତ୍ଵ 🙏🙏
Dt: 09.10.2023

Dt: 08.10.2023

Dt: 07.10.2023
ଆଜି ଲଗାଯାଇଥିବା ବୃକ୍ଷ ସବୁରେ ପାଣି ଦେବା ସହିତ ବାଉଁଶ ଏବଂ ବାରିକେଡ଼ କାଟିବା କାଯ୍ୟକ୍ରମ କରାଯାଇଛି।
ଆସନ୍ତୁ ସମସ୍ତେ ମିଳିମିଶି ବୃକ୍ଷ ରୋପଣ କରି ଧରଣୀ ମା କୁ ସବୁଜିମା କରିବା।
ଆମ ପରିବେଶ ଆମ ଦାୟିତ୍ଵ 🙏🙏
Dt: 06.10.2023
ଆଜି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ବୃକ୍ଷ ରୋପଣ କାଯ୍ୟକ୍ରମ କରାଯାଇଛି।
ଆସନ୍ତୁ ସମସ୍ତେ ମିଳିମିଶି ବୃକ୍ଷ ରୋପଣ କରି ଧରଣୀ ମା କୁ ସବୁଜିମା କରିବା।
ଆମ ପରିବେଶ ଆମ ଦାୟିତ୍ଵ 🙏🙏
Dt: 05.10.2023

Dt: 02.10.2023
ରହିଲେ ବନ 🌳ବଞ୍ଚିବେ ଜନ
ବୃକ୍ଷ ରୋପଣ ପାଇଁ ବାଉଁଶ କିଣାଯାଇ ଏହାକୁ କଟାଯାଇଛି ଏବଂ କିଛି ନୂତନ ଲାଇଟ ଲଗାଯିବା ସହିତ କିଛି ର ମରାମତି କାଯ୍ୟକ୍ରମ କରାଯାଇଛି...
Dt: 01.10.2023
ପରିବେଶ ର ସ୍ୱଚ୍ଛତା ହିଁ ପ୍ରକୃତ ସ୍ୱଚ୍ଛତା...
ଆଜି ଭୁବନେଶ୍ୱର ଉପକଣ୍ଠ ହଂଶପାଳ ଅଞ୍ଚଳର ରାସ୍ତା ଉପରୁ ବାଲି କାଢ଼ିବା ଏବଂ ସଫେଇ କାଯ୍ୟକ୍ରମ କରାଯାଇଛି ଯାହାଦ୍ୱାରା ବର୍ଷା ସମୟରେ ରାସ୍ତା ଉପରେ ଜମିଥିବା ପାଣି ସହଜରେ ଯାଇପାରିବ ଏବଂ ସ୍ଥାନୀୟ ବାସିନ୍ଧା ମାନେ ଉପକୃତ ହେବେ....
ଅଶେଷ ଅଶେଷ ଧନ୍ୟବାଦ ସମସ୍ତ ସହଯୋଗୀ ମାନଙ୍କୁ ଯେଉଁମାନଙ୍କ ଇଛାଶକ୍ତି ପାଇଁ ଏହିପରି ସୁନ୍ଦର ସ୍ୱଚ୍ଛତା କାଯ୍ୟକ୍ରମ କ୍ରମାଗତ ଭାବେ ହୋଇପାରୁଛି....
Dt: 29.09.2023
ଆଜି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅନ୍ତର୍ଗତ ଖୁସି ଆପାର୍ଟମେଣ୍ଟ ସାମ୍ନା ଅଞ୍ଚଳରେ ବୃକ୍ଷ ରୋପଣ କାଯ୍ୟକ୍ରମ କରାଯାଇଛି।🙏🙏
ଆସନ୍ତୁ ସମସ୍ତେ ମିଳିମିଶି ବୃକ୍ଷ ରୋପଣ କରି ଧରଣୀ ମା କୁ ସବୁଜିମା କରିବା।
ଆମ ପରିବେଶ ଆମ ଦାୟିତ୍ଵ 🙏🙏
Dt: 27.09.2023
ଆଜି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅନ୍ତର୍ଗତ ଖୁସି ଆପାର୍ଟମେଣ୍ଟ ସାମ୍ନା ଅଞ୍ଚଳରେ ବୃକ୍ଷ ରୋପଣ କାଯ୍ୟକ୍ରମ କରାଯାଇଛି।🙏
ଆସନ୍ତୁ ସମସ୍ତେ ମିଳିମିଶି ବୃକ୍ଷ ରୋପଣ କରି ଧରଣୀ ମା କୁ ସବୁଜିମା କରିବା।
ଆମ ପରିବେଶ ଆମ ଦାୟିତ୍ଵ 🙏🙏
Dt: 25.09.2023
ଆଜି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ବୃକ୍ଷ ରୋପଣ ସହିତ ଏହାର ଚାରିପଟେ ବାମ୍ବୁ ଏବଂ ଜାଲି ଦିଆଯିବା କାଯ୍ୟକ୍ରମ କରାଯାଇଛି।🙏🙏🙏
ଆସନ୍ତୁ ସମସ୍ତେ ମିଳିମିଶି ବୃକ୍ଷ ରୋପଣ କରି ଧରଣୀ ମା କୁ ସବୁଜିମା କରିବା।
ଆମ ପରିବେଶ ଆମ ଦାୟିତ୍ଵ 🙏🙏🙏🙏
Dt: 22.09.2023
ଆଜି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ବୃକ୍ଷ ଚାରିପଟେ ବାମ୍ବୁ ଏବଂ ଜାଲି ଦିଆଯିବା କାଯ୍ୟକ୍ରମ କରାଯାଇଛି।
ଆସନ୍ତୁ ସମସ୍ତେ ମିଳିମିଶି ବୃକ୍ଷ ରୋପଣ କରି ଧରଣୀ ମା କୁ ସବୁଜିମା କରିବା।
ଆମ ପରିବେଶ ଆମ ଦାୟିତ୍ଵ 🙏🙏🙏🙏
Click here to claim your Sponsored Listing.
Videos (show all)
Contact the organization
Telephone
Address
Bhubaneswar
751006
Room No. 712, Hostel/D, AIIMS Bhubaneswar, PO/Dumuduma
Bhubaneswar, 751019
A group of leading and budding doctors of AIIMS Bhubaneswar, serving selflessly the underprivileged sections of the society, with the motto "Health Service to Nation Service".
Bhubaneswar
Organising people on a single platform for developing an organization for complete SOCIAL development
Jagamara, Khandagiri
Bhubaneswar, 751030
Utkal Helping Hands Foundation is an Odisha-based non-governmental organisation.
Bhubaneswar, 764045
Caring for the afflicted, bringing HOPE to the poor among the Tribal People
Bhubaneswar
Murmu Foundation is an organization that aims to create a positive impact in the lives of unserved and marginalized communities in need.