Mu Tumara Sathi
Mu tumara sathi with every poor and helpless people in every situation of life,Odisha
ମାନବ ସେବା ହିଁ ମାଧବ ସେବା, ଆମର ସମ୍ପର୍କ ଆପଣଙ୍କ ଠାରେ
Sonu Sood Mu Tumara Sathi
#ମୁଁ ତୁମର ସାଥୀ #ଓଡ଼ିଶା #ବାଲେଶ୍ୱର #ସମାଜସେବୀ -tech -Negative
ପିତାମ୍ବର ସ୍ୱାଇଁ
ବୟସ ୪୭ ବର୍ଷ
ଗଞ୍ଜାମ ଜିଲ୍ଲା
ହାର୍ଟ ଯନ୍ତ୍ରଣା ପାଇଁ Hi-Tech Medical and College, Bhubaneswar
B- Negative ବ୍ଲଡ ମିଳୁନାହିଁ ବୋଲି ୨୯ ତାରିଖ ପାଖରୁ I ICU ରେ ଅଛନ୍ତି ଅପରେସନ ପାଇଁ l
ପରମେଶ୍ଵର ଭାଇ ର B-Negative ଥିବାରୁ l ଭାଇ ଭୁବନେଶ୍ୱର ଯାଇ Hi-tech ମେଡ଼ିକାଲ ର ବ୍ଲଡ ଦେଇଥିବାରୁ ପିତାମ୍ବର ଭାଇଙ୍କର ଆଜି ଅପରେସନ ହବ l ମୁଁ ତୁମର ସାଥୀ ପରିବାର ତରଫରୁ
ବହୁତ୍ ବହୁତ୍ ଧନ୍ୟବାଦ୍ ପରମେଶ୍ଵର ଭାଇ ଙ୍କୁ l
Hi-tech ହସ୍ପିଟାଲ ରେ ଜଣେ ମହିଳା ନର୍ସ ଅଛନ୍ତି ଯାହାକି ସେଇ patient ର ଭଲ ମନ୍ଦ ସବୁ କଥା ବୁଝୁଛନ୍ତି ଲିପି l
ମୁଁ ତୁମର ସାଥୀ ପରିବାର ତରଫରୁ ଲିପି ମାଡ଼ାମ୍ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ l
ମୁଁ ତୁମର ସାଥୀ ପରିବାର ତରଫରୁ ଆମେ ଭଗବାନ ଙ୍କୁ ପ୍ରାର୍ଥନା କରୁଛେ ପିତାମ୍ବର ଭାଇଙ୍କର ଭଲରେ ଅପରେସନ ହେଇଯାଉ l 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 🙏🏻🙏🏻
ପଥ ଉତ୍ସବ ସତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪
ବାଲେଶ୍ଵର ଜିଲ୍ଲାପାଳ
ବାଲେଶ୍ୱର ଉପ ଜିଲ୍ଲାପାଳ
ଜଲିଉଡ ଅଭିନେତା ବାପି ପଣ୍ଡା
Vote For
Beeter India
Balasore emergency officer
Baleswar sahudevkhunta police staff
REMUNA BDO
Mu Tumara Sathi
୍ସବ_ସତନ୍ତ୍ର_ସଂକ୍ଷିପ୍ତ_ସଂଶୋଧନ_୨୦୨୪
#ମୁଁ_ତୁମର_ସାଥୀ_ଓଡ଼ିଶା
#ବାଲେଶ୍ଵର_ଜିଲ୍ଲାପାଳ
#ବାଲେଶ୍ୱର_ଉପ_ଜିଲ୍ଲାପାଳ
#ଜଲିଉଡ_ଅଭିନେତା_ବାପି _ପଣ୍ଡା
#ମୁଁ_ତୁମର_ସାଥୀ_ଓଡ଼ିଶା
ସାଇବର ସଚେତନା ରଥକୁ ରେମୁଣା ମନ୍ଦିର ଛକ ଠାରୁ Balasore additional SP ,Balasore DSP Nilagiri SDPO ,Basta SDPO ରେମୁଣା ଥାନା ଅଧିକାରୀ ଓ ଥାନା ଷ୍ଟାଫ୍ ବ୍ଲକ୍ ଚେୟାରମେନ୍, NOC ଚେୟାରମେନ୍ ,ADV ସମାଜସେବୀ କରୁଣାକର ମହାନ୍ତି ଓ ମୁଁ ତୁମର ସାଥୀ ସଂଗଠନ ର ସମସ୍ତ ସଦସ୍ୟ ମିଳିତ ସ୍ବାଗତ ଜନେଇଲୁ l
ପୁଣି ରଥକୁ ହାତିଆଗଣ୍ଡ ଛକରୁ ରେମୁଣା ଇମାମି ଜଗନ୍ନାଥ୍ ମନ୍ଦିର ରେ ଇମାମି ପେପର ମିଲ୍ କମ୍ପାନୀ ର ଜେନେରାଲ ମ୍ୟାନେଜର ଓ କିଛି କର୍ମଚାରୀ ମୁଁ ତୁମର ସାଥୀ ପରିବାର ମିଳିତ ଉଦ୍ୟମ ରେ ସ୍ବାଗତ ଜନେଲୁ ଓ ବାଲେଶ୍ୱର ଫକୀର ମୋହନ ବିଶ୍ବବିଦ୍ୟାଳୟର ମଧ୍ୟ ପଢୁଥିବା ଛାତ୍ର ଛାତ୍ରୀ ଓ ଅଧକ୍ଷ ମିଡିଆ ମୁଁ ତୁମର ସାଥୀ ପରିବାର ମିଳିତ ଉଦ୍ୟମ ରେ ସ୍ବାଗତ ସହିତ ସାଇବର ସଚେତନା ବିଷୟରେ କିଛି ବାର୍ତ୍ତା ପ୍ରଦାନ କରିଲେ
ଦିଷ୍ପ୍ଲେ ମାଧ୍ୟମରେ ରେ ବାଲେଶ୍ୱର ଏସପି ସାଗରିକା ମାଡ଼ମ୍ କିଛି ସଚେତନତା କରିଲେ l
Cyber safety campaign Balasore 2023
#ସନୁସୂଡ
#ମୂତୁମାରସାଥି #ମୁଁ_ତୁମର_ସାଥୀ_ଓଡ଼ିଶା
ସାଇବର ସଚେତନା ରଥକୁ ରେମୁଣା ମନ୍ଦିର ଛକ ଠାରୁ Balasore additional SP ,Balasore DSP Nilagiri SDPO ,Basta SDPO ରେମୁଣା ଥାନା ଅଧିକାରୀ ଓ ଥାନା ଷ୍ଟାଫ୍ ବ୍ଲକ୍ ଚେୟାରମେନ୍, NOC ଚେୟାରମେନ୍ ,ADV ସମାଜସେବୀ କରୁଣାକର ମହାନ୍ତି ଓ ମୁଁ ତୁମର ସାଥୀ ସଂଗଠନ ର ସମସ୍ତ ସଦସ୍ୟ ମିଳିତ ସ୍ବାଗତ ଜନେଇଲୁ l
ପୁଣି ରଥକୁ ହାତିଆଗଣ୍ଡ ଛକରୁ ରେମୁଣା ଇମାମି ଜଗନ୍ନାଥ୍ ମନ୍ଦିର ରେ ଇମାମି ପେପର ମିଲ୍ କମ୍ପାନୀ ର ଜେନେରାଲ ମ୍ୟାନେଜର ଓ କିଛି କର୍ମଚାରୀ ମୁଁ ତୁମର ସାଥୀ ପରିବାର ମିଳିତ ଉଦ୍ୟମ ରେ ସ୍ବାଗତ ଜନେଲୁ ଓ ବାଲେଶ୍ୱର ଫକୀର ମୋହନ ବିଶ୍ବବିଦ୍ୟାଳୟର ମଧ୍ୟ ପଢୁଥିବା ଛାତ୍ର ଛାତ୍ରୀ ଓ ଅଧକ୍ଷ ମିଡିଆ ମୁଁ ତୁମର ସାଥୀ ପରିବାର ମିଳିତ ଉଦ୍ୟମ ରେ ସ୍ବାଗତ ସହିତ ସାଇବର ସଚେତନା ବିଷୟରେ କିଛି ବାର୍ତ୍ତା ପ୍ରଦାନ କରିଲେ
ଦିଷ୍ପ୍ଲେ ମାଧ୍ୟମରେ ରେ ବାଲେଶ୍ୱର ଏସପି ସାଗରିକା ମାଡ଼ମ୍ କିଛି ସଚେତନତା କରିଲେ l
Cyber safety campaign Balasore 2023
#ସନୁସୂଡ
#ମୁଁ_ତୁମର_ସାଥୀ_ଓଡ଼ିଶା #ମୁଁ_ତୁମର_ସାଥୀ_ଓଡ଼ିଶା
ମୁଁ ତୁମର ସାଥୀ ପରିବାର ତରଫରୁ ଓ ବାଲେଶ୍ୱର ଡାକ୍ତଖାନା ମ୍ୟାନେଜର ମୀରା ମାଡ଼ମ୍ ଆଉ ଅନ୍ୟ କ୍କର୍ମଚାରୀ ସହ ମିଶି ଆଜି ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ଅବସର ରେ ବାଲେଶ୍ୱର ଜିଲ୍ଲା ସରକାରୀ ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କରିଲୁ l
#ମୁଁ_ତୁମର_ସାଥୀ_ଓଡ଼ିଶା
ମୁଁ ତୁମର ସାଥୀ ପରିବାର ସଫେଇ କାର୍ଯ୍ୟ କ୍ରମ କରିଥିବାରୁ ସରକାରି ତରଫରୁ ମାନୋପତ୍ର ପାଇଲୁ l ପରିବାର ତରଫରୁ ସରକାରଙ୍କୁ ଧନ୍ୟବାଦ୍ l
#ମୁଁ_ତୁମର_ସାଥୀ_ଓଡ଼ିଶା
ମୁଁ ତୁମର ସାଥୀ ପରିବାର ତରଫରୁ ଓ ବାଲେଶ୍ୱର ଡାକ୍ତଖାନା ମ୍ୟାନେଜର ମୀରା ମାଡ଼ମ୍ ଆଉ ଅନ୍ୟ କ୍କର୍ମଚାରୀ ସହ ମିଶି ଆଜି ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ଅବସର ରେ ବାଲେଶ୍ୱର ଜିଲ୍ଲା ସରକାରୀ ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କରିଲୁ l
Courtesy _Swachh Bharat Song : Hath Se Hath Milana Hai
ଓ ଗଣ ଗଣପତୟେ ନମୋ ନମଃ
ଶ୍ରୀ ସିଦ୍ଧି ବିନାୟକ ନମୋ ନମଃ
ଅଷ୍ଟ ବିନାୟକ ନମୋ ନମଃ
ଗଣପତି ବାପ୍ପା ମୋରିୟା"
ପବିତ୍ର ଗଣେଶ ପୂଜା ଉପଲକ୍ଷେ ମୁଁ ତୁମର ସାଥୀ ପରିବାର ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା l
#मुंतुमरसाथी #सनुसूद #ओडिशा #सोशलवर्क #बालेश्वर #रेमुना
मुं तुमर साथी ସ୍ଵାଧୀନତା ଦିବସ ଅବସରରେ ମୁଁ ତୁମର ସାଥୀ ପରିବାର ତରଫରୁ ଶୁଖିଲା ଖାଦ୍ୟ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ
courtesy - independence
Jay Hind l Happy Independence day
ଅନ୍ତେଷ୍ଟୀ କ୍ରିୟା ପାଇଁ ମୁଁ ତୁମର ସାଥୀ ପରିବାର ତରଫରୁ ଆର୍ଥିକ ସାହାଯ୍ୟ କରିଲୁ l ବଡ଼ପାଳ ପଞ୍ଚାୟତ, କାସୀମ୍ ପୁର୍
ବାଲେଶ୍ୱର ମାଟିର ବରପୁତ୍ର , ନିର୍ଭୀକ ଜନନେତା #ସର୍ଗତ_ଅରୁଣ_ଦେ ଙ୍କ ଦିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ,ଆମ Mu Tumara Sathi କୁ ' ଅରୁଣ ଦକ୍ଷ ସଂଘଠନ ସମ୍ମାନ _୨୦୨୩ ରେ ସମ୍ମାନିତ କରାଗଲା l ବହୁତ ବହୁତ୍ ଧନ୍ୟବାଦ l ର ସମସ୍ତ କର୍ମକର୍ତ୍ତା ମାନଙ୍କୁ , ଏଭଳି ଏକ ପ୍ରୋଗ୍ରାମ ର ଆୟୋଜନ କରିଥିବାରୁ l ଏହି ସମ୍ମାନ ଆମ ପାଇଁ ଚିର ସ୍ମରଣୀୟ ଏବଂ ଶକ୍ତି ଯୋଗାଇବ l
#ଅରୁଣ_ଦକ୍ଷ_ସଂଘଠନ_ସମ୍ମାନ
#ମାନବ_ସେବା_ହିଁ_ମାଧବ_ସେବା
HAPPY BIRTHDAY SONU SIR 🙏🏻
30/07/2023
Mu Tumara Sathi ମୁଁ ତୁମର ସାଥୀ Happy Guru Purnima
Mu Tumara Sathi Sonu Sood ଗ୍ରାମ _ଗାଙ୍ଗପୁରା
ଗ୍ରାମପଞ୍ଚାୟତ _ କଲ୍ୟାଣପୁର
ବ୍ଲକ୍ _ ରେମୁଣା
ଜିଲ୍ଲା _ ବାଲେଶ୍ୱର
ଉମାକାନ୍ତ ପ୍ରଧାନ, ସବିତା ପ୍ରଧାନ, ଆନନ୍ଦ ପ୍ରଧାନ, ଗୌରହରି ପ୍ରଧାନ _ ଗାଙ୍ଗପୁରା ଗ୍ରାମରେ ୪ଟି ପରିବାର ଘର ପୋଡ଼ି ଜଳି ଗଲା l ମୁଁ ତୁମର ସାଥୀ ପରିବାର କିଛି ସଦସ୍ୟ ନିଆଁ ଲାଗିବା ଦିନ ଲିଭେଇବାର ସାହାଯ୍ୟ କରିଲୁ l ମୁଁ ତୁମର ସାଥୀ ପରିବାର ତରଫରୁ ୪ଟି ପରିବାର କୁ ବସ୍ତ୍ର,ବାସନ, ଗ୍ରୋଷରୀ, ମୁଡ଼ି, ଚାଉଳ ଇତ୍ୟାଦି ଜିନିଷ ସାହାଯ୍ୟ କରିଲୁ l
Mu Tumara Sathi ମୁଁ ତୁମର ସାଥୀ Sonu Sood Faculty Of Social Work, Alexandria 20/06/2023 ରେଳ କେନ୍ଦ୍ର ମନ୍ତ୍ରୀ_ ଅଶ୍ୱିନୀ ବୈଷ୍ଣବ ଦ୍ୱାରା ସମ୍ମାନିତ କରାଗଲା ମୁଁ ତୁମର ସାଥୀ ପରିବାର କୁ l ବାହାନଗା_ରେଳ_ଦୁର୍ଘଟଣାରେ_ନିଶ୍ୱାର୍ଥପର_ସେବାରେ_ସମ୍ମାନିତ_ l
Mu Tumara Sathi Sonu Sood
Mu Tumara Sathi Sonu Sood
Mu Tumara Sathi Sonu Sood ମୁଁ ତୁମର ସାଥୀ
Mu Tumara Sathi Sonu Sood Odisha CMO Odisha BJP INDIA ଆଜି ବାଲେଶ୍ୱର ଜିଲ୍ଲା ର ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତ ଙ୍କ ତୃତୀୟ ପୂଣ୍ୟତିଥୀ ଅବସରରେ #ବାହାନଗା_ରେଳ_ଦୁର୍ଘଟଣାରେ_ନିଶ୍ୱାର୍ଥପର_ସେବାରେ_ସମ୍ମାନିତ_ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ 🙏 l
ଆପଣ ମାନଙ୍କ ଭଲ ପାଇବା ଆମ ମୁଁ ତୁମର ସାଥୀ ପରିବାର ଉପରେ ସବୁ ବେଳେ ଥାଉ l
ମାନବ ସେବା ହିଁ ମାଧବ ସେବା l
SonuSood Is My God 16/06/2023 ସୋମନାଥପୁର ରଜ ଉତ୍ସବ ଓ ମହୋତ୍ସବ କମିଟି ତରଫରୁ l ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ସେବା କାର୍ଯ୍ୟ ପାଇଁ ମୁଁ ତୁମର ସାଥୀ ପରିବାର କୁ ସମ୍ମାନିତ କରାଗଲା l
Sonu Sood Mu Tumara Sathi
ବାଲେଶ୍ୱର ବାହାନଗା ରେ ରେଳ ଦୁର୍ଘଟଣା ଗ୍ରସ୍ତ l ଏମିତି ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ l
Mu Tumara Sathi SonuSood Is My God
Mu Tumara Sathi
Sonu Sood Mu Tumara Sathi
Mu Tumara Sathi Sonu Sood
Thank you sir 🙏
#ଜୟଜଗନ୍ନାଥ #ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ର କାର୍ଯ୍ୟ କୁ ଙ୍କ ପ୍ରଶଂସା ଦେଖି ଖୁସି ଲାଗିଲା l ସେଥି ପାଇଁ sonudood ସାର୍ ନିଜ ଫେସବକ୍ ଟୁଇଟର ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି lମୁଁ ତୁମର ସାଥୀ ସାଥୀ ସଂଘଠନ ତରଫରୁ ସାର ଙ୍କୁ ଧନ୍ୟବାଦ୍ ଜଣାଉଛେ l
୍ନାଥ 🙏🚩 ।।
#ବାଲେଶ୍ଵର ର #ମୁଁ_ତୁମର_ସାଥୀ ସଂଘଟନ ର ଭାଇ ମାନଙ୍କ ଦ୍ଵାରା ବାଲେଶ୍ଵର ଟ୍ରେନ ଦୃଘଟଣା ରେ ଭାଇ ମାନଙ୍କର ସହଯୋଗ ର କାର୍ଯ୍ୟକୁ ଙ୍କ ପ୍ରଶଂସା ଦେଖି ଖୁସି ଲାଗିଲା। ଏହା ସବୁ ସ୍ବେଛାସେବୀ ଭାଇ ମାନଙ୍କ ପାଇଁ ପ୍ରେରଣା ସଦୃଶ 🙏 । ଏ ସମୟରେ ଓଡିଶା ର କେତେ ଏମିତି ସଙ୍ଗଠନ ମାନେ ଆଗକୁ ଆସି ଓଡ଼ିଶା ର ଏକତା ଆଉ ସମ୍ମାନ କୁ ପୁରା ବିଶ୍ୱରେ ପରିଚିତ କରିଛନ୍ତି 🙏।।
#ବନ୍ଦେ_ଉତ୍କଳ_ଜନନୀ 🙏
में तुमारा साथी l आइडल सोनुसूद l बालेश्वर बहनागा में हुआ रेल दुर्घटना l
एसी दुःख पीड़ा दुर्दुरसा भगवान किसिका ना दे l
रेल दुर्घटना में आहत जखमे पेसेंजरकू सेवा जोगाई ही " में तुमारा साथी " l Hellping Socity l Mu Tumara Sathi,Odisha l
प्लीज इसी वीडियोकू सरसे लेकर ऐंड तक देखिए l
Please share like comment subscribe follow l
ବାଲେଶ୍ୱର ବାହାନଗା ରେ ରେଳ ଦୁର୍ଘଟଣା ଗ୍ରସ୍ତ l ଏମିତି ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ l
Thank you sir 🙏
Click here to claim your Sponsored Listing.
Videos (show all)
Category
Contact the organization
Telephone
Website
Address
Bhubaneswar
751007
Room No. 712, Hostel/D, AIIMS Bhubaneswar, PO/Dumuduma
Bhubaneswar, 751019
A group of leading and budding doctors of AIIMS Bhubaneswar, serving selflessly the underprivileged sections of the society, with the motto "Health Service to Nation Service".
Bhubaneswar
Organising people on a single platform for developing an organization for complete SOCIAL development
Bhubaneswar, 764045
Caring for the afflicted, bringing HOPE to the poor among the Tribal People
Bhubaneswar
Murmu Foundation is an organization that aims to create a positive impact in the lives of unserved and marginalized communities in need.
Bhubaneswar, 751001
OAVSEA or Odisha Adarsha Vidyalaya Sangathan Employee Association is an association of all employees of OAVS and it work for the society to gain knowledge by providing education.
# 806, DLF Cybercity, Info Park, Technology Corridor, Odisha
Bhubaneswar, 751024
EduSkills is a Non-profit organization which enables Industry 4.0 ready digital workforce in India. O
Bhubaneswar
Yog plays an important role to remain physically, mentally, socially, imotionaly n spiritually lit.It can significantly improve overall fitness level n maintain flexibility in bod...