Ajit Sahoo
Nearby government services
751001
751001
Odisha
751001
Hindol, Dhenkanal
751001
751001
751001
Bhubaneswar, Od
Kendrapada
751001
Bhubaneswar, Od
Odisha
751001
751001
I am Always Ready For People
ଓଡ଼ିଶାର ଅନନ୍ୟ ପର୍ବ #ପ୍ରଥମାଷ୍ଟମୀ ର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କୃପାରୁ ଜୀବନ ସୁଖ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।
I have reached 400 followers! Thank you for your continued support. I could not have done it without each of you. 🙏🤗🎉
*May Lord Dhanvantri ji, Goddess Laxmi, and Lord Kuber enrich Everyones life with good health, wealth, and happiness, Happy Dhanteras!*
A has been called on March 28 & 29. The bandh has been called by a joint forum of central trade unions supported by All India Bank Employees Association. The strike is against the Central government’s policies affecting workers, farmers & people, news reports said.
#महाशिवरात्रि के पावन अवसर पर हार्दिक शुभकामनाएं I
ଦେବଦେବ ମହାଦେବଙ୍କ ପବିତ୍ର #ମହାଶିବରାତ୍ରି ଓ #ଜାଗର ର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା
ାକାଳ ..... 🔱🙏🏻
ॐ ନମଃ ଶିବ ଶିବ, ହର ହର ମହାଦେବ...🕉️🙏🏻
King of Millions of Hearts ❤️
Never Bend your head always hold it high
Best Wishes On Shivaji Jayanti🚩
#ପଞ୍ଚାୟତ_ନିର୍ବାଚନ
ନିର୍ବାଚନ ରେ ନିଜ ନିଜ ଭିତରେ ଝଗଡ଼ା ଓ ମାଡଗୋଡ ଲାଗନ୍ତୁ ନାହିଁ
ନିର୍ବାଚନ ସ୍ୱଳ୍ପ ସମୟ ପାଇଁ !
ଯାହାଙ୍କ ପାଇଁ ଆମେ ଝଗଡ଼ା କରିବା, ସେମାନେ ଏମିତି ଏକାଠି ବସିବେ ଓ ଆମେ ଅଲଗା ଅଲଗା।
ସଚେତନ ନାଗରିକ ହୋଇ ନିଜ ଭୋଟ୍ ନିଶ୍ଚୟ ଦିଅନ୍ତୁ। 🙏
I am not excited for valentine's day
Not because I am single but because I remember the pulwama attack .........💔
Did you see any difference?
Aapana mane kan kahibe…!
ଯା କୁନ୍ଦେନ୍ଦୁତୁଷାରହାରଧବଳା ଯା ଶୁଭ୍ରବସ୍ତ୍ରାବୃତା
ଯା ବୀଣାବରଦଣ୍ଡମଣ୍ଡିତକରା ଯା ଶ୍ୱେତପଦ୍ମାସନା ।
ଯା ବ୍ରହ୍ମାଽଚ୍ୟୁତଶଙ୍କରପ୍ରଭୃତିଭିର୍ଦ୍ଦେବୈଃ ସଦା ବନ୍ଦିତା
ସା ମାଂ ପାତୁ ସରସ୍ବତୀ ଭଗବତୀ ନିଃଶେଷଜାଦ୍ୟାପହା।।
ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା।
ଆମ ସଂସ୍କୃତି ଆମ ଓଡ଼ିଶା ❤️
ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷର ପ୍ରତିଟି ମୁହୂର୍ତ୍ତ ସମସ୍ତଙ୍କ ପାଇଁ ମଙ୍ଗଳମୟ ବର୍ଷ ହେଉ,୨୦୨୨ ଆପଣଙ୍କର ସୁଖ, ସାନ୍ତି ଓ ସମୃଦ୍ଧିର ବର୍ଷ ହେଉ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା🙏
The first 4 words you see will be your mantra for 2022 !!
COVID-19🦠😷 Test For Entering Into Town, Santa Claus Is Coming For Christmas Day
Mortal remains of Veer Saheed of , JWO who lost his life in the IAF Chopper Crash along with CDS Gen. and 11 others reaches .
CM Odisha, DGP Odisha along with senior officials paid heartfelt tribute to the brave son of the soil.
Puri beach in Odisha with message “Do not panic!
Stay Safe .
𝐓𝐡𝐞 𝐄𝐱𝐡𝐢𝐥𝐚𝐫𝐚𝐭𝐢𝐨𝐧 & 𝐃𝐞𝐬𝐩𝐞𝐫𝐚𝐭𝐢𝐨𝐧!
Emotions of fans and families during the 2nd semi-final between India & Germany.
ପବିତ୍ର ପ୍ରଥମାଷ୍ଟମୀ ଅବସରରେ ପରିବାରର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖମୟ ଜୀବନ ଏବଂ ସମୃଦ୍ଧି କାମନା କରୁଛି। #ପ୍ରଥମାଷ୍ଟମୀ
The best of all the books I have read in life.
with the winners of National Sports and Adventure Awards 2021 at Rashtrapati Bhavan today.
No bandh by , only hartal, High Court gives order
କେହି ସମ୍ପର୍କୀୟଙ୍କ ଯଦି କୋଭିଡ୍ ରେ ମୃତ୍ୟୁ ହେଇଥାଏ, ତେବେ ତାଙ୍କ ପରିଜନଙ୍କୁ ନିମ୍ନ ଲିଙ୍କ୍ ଟି ସେୟାର କରନ୍ତୁ। କାହାକୁ ଫେରେଇ ଆଣିବା ଯଦିଓ ସମ୍ଭବ ନୁହେଁ, ହେଇପାରେ ସାମାନ୍ୟ ଆର୍ଥିକ ଭାର ଲାଘବ ହେବ।🙏🏻
https://t.co/tcleuHbnTe
ସମ୍ପୂର୍ଣ୍ଣ ସମ୍ମାନର ସହ ଅଚିହ୍ନା ମଣିଷଙ୍କ ଶବ ଗୁଡିକର ଶେଷ କ୍ରୃତ୍ୟ ସମ୍ପନ୍ନ କରିବା କୁ ଜୀବନର ବ୍ରତ କରି ଥିବା (ସେ ତେଣିକି ଯେଉଁ ଧର୍ମର ହୁଅନ୍ତୁ ନା କାହିଁକି,)ମହମ୍ମଦ ସରିଫଙ୍କୁ ସମାଜ ସେବା ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି କୋବିନ୍ଦ ।ବ୍ରୁତ୍ତିରେ ସେ ଜଣେ ସାଇକେଲ ମେକାନିକାଲ।
ହ୍ରୃଦୟରୁ ଅଭିନନ୍ଦନ🙏
Fly & Touch the "Sky Lantern" 🏮🎈
ନୂତନ ଭୋଟର ପଞ୍ଜିକରଣ, ଠିକଣା ପରିବର୍ତନ ଓ ସଂଶୋଧନ ନିମନ୍ତେ ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।ଏଣୁ ଆପଣମାନେ ଆସନ୍ତା 01/11/2021 ତାରିଖଠାରୁ 30/11/2021ତାରିଖ ମଧ୍ୟରେ ଏହାର ସୁଯୋଗ ନିଅନ୍ତୁ।
🎞️୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାଇଡ଼ୁ
🎞️ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେଲେ ଶ୍ରୀ ରଜନୀକାନ୍ତ
🎞️ସମାଜର ସବୁ ବର୍ଗର ଲୋକମାନଙ୍କୁ ମନୋରଞ୍ଜନର ସମାନ ସୁଯୋଗ ମିଳିବା ଉଚିତ୍: କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର
ପବିତ୍ର #ବିଜୟା_ଦଶମୀ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ #ଅଭିନନ୍ଦନ ଓ #ଶୁଭକାମନା 🙏, ଦୁର୍ଗତି ନାଶିନି ମା ଦୂର୍ଗାଙ୍କ କୃପାରୁ ସଭିଙ୍କ #କଲ୍ୟାଣ ହେଉ!
#ମା_ଦୁର୍ଗା
ଦୁର୍ଗତୀ ନାଶିନୀ #ମା_ଦୁର୍ଗା ଙ୍କ ଅପାର କରୁଣା ସମସ୍ତଙ୍କଠାରେ ଝରି ପଡୁ ଏହା ହିଁ କାମନା🙏
ମା ଆସିଲେ🚩
ଆଜିଠୁ ପୂରା ଦେଶରେ ଦୁର୍ଗା ମା'ଙ୍କ ପାଇଁ ନବରାତ୍ରୀ ଆରମ୍ଭ ହେଉଛି । ଗୁରୁବାର ହେଉଛି ଏହାର ପ୍ରଥମ ଦିନ । ବୈଷ୍ଣବ ଦେବୀ ଧାମରୁ କୋଲକାତା ପର୍ଯ୍ୟନ୍ତ ନବରାତ୍ରୀଙ୍କୁ ନେଇ ଉତ୍ସାହ ରହିଛି।
ଚାଲିଗଲେ #ରାମାୟଣର_ରାବଣ । ୮୨ ବର୍ଷ ବୟସରେ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ।
Wishing one and all a very blissful Amavasya, May Maa Durga's blessings remove all obstacles from your life as she removes the darkness from the universe on this auspicious day
depicts the first alarm of Maa Durga’s arrival on Earth🚩
Cyclone Gulab is 180km away,
Stay Safe Guys
Don't panic,
Let's pray for for no casualty... 🙏
ାନେ_ରେଡି_ତ.............
ମୁଁ #ସୁର_ରାଉତରାଏ, ଆପଣଙ୍କ ଅଞ୍ଚଳ କୁ ଆସୁଛି
#ରକ୍ତଦାନ_ଶିବିରରେ_ଯୋଗ ଦେବି।
ମୃତ୍ୟୁ ଏମିତି ବି ଆସେ 🙏
Thankful to Hon'ble CM Naveen Patnaik for his constant support & encouragement to Indian hockey.
will now host the Men’s Junior World Cup 2021, scheduled from Nov 24 to Dec 5 at Kalinga Stadium in .
45 ତମ ଜିଏସଟି ପରିଷଦ ବୈଠକର ସୁପାରିଶ।
Wishing All Happy Vishwakarma Puja🙏
କାଶତଣ୍ଡୀ ଫୁଲ ଖୁସିରେ ନାଚୁଛନ୍ତି
ପାଦ ଥିରି ଥିରି କରି ପୁଣି ମା' ଆସୁଛନ୍ତି
Click here to claim your Sponsored Listing.
Videos (show all)
Category
Contact the organization
Telephone
Website
Address
Bhubaneswar, OD
Bhubaneswar
751001
Bhubaneswar
Bhubaneswar
ରାଜ୍ୟହୀନ ସମାଜ କିମ୍ବା ଅନ୍ୟାନ୍ୟ ମୁକ୍ତ ସଙ୍ଗଠନ ସହିତ ରାଜ୍ୟ ବଦଳାଇବାକୁ ଓକିଲାତି କରନ୍ତି।
Plot 1853/2870, Kalarahanga, Near Patia Railway Station, Patia
Bhubaneswar
The people of the State will have the freedom not to visit government offices for any services. They
Plot No/4141/B , Chintamaniswar Colony , Old Station Bazzar
Bhubaneswar, 751006
Saral Subidha Kendra is a premier service provider in the field of Digital Service, Database management, Skill India and Agribusiness Segment In PAN Odisha Level.
Commissionerate Of Police
Bhubaneswar
launched a 15-day Cybersecurity awareness campaign to educate people of Odisha - @dcpbbsr - call 1930
Biju Patnaik International Airport
Bhubaneswar, 751020
Calling📲🤙9241317094👈 Commando Product💯✅