All Odisha Anganwadi Karmi O Sahayika Samukhya

All Odisha Anganwadi Karmi O Sahayika Samukhya Affiliated By Biju sramik samukhya

06/06/2021

ଅଲ୍ ଓଡିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ଙ୍କ ସଭାପତିତ୍ବ ରେ ଆଜି ମୟୂରଭଞ୍ଜ ଜିଲ୍ଲା ଭର୍ଚୁଆଲ୍ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ଜିଲ୍ଲା ର ବିଭିନ୍ନ ବ୍ଲକ ର ସମସ୍ୟା ଉପରେ ଆଲୋଚନା କରାଯାଇଛି ।

ଉତ୍ତରପ୍ରଦେଶ ଅଙ୍ଗନୱାଡି କର୍ମୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା  ,ଆନ୍ଦୋଳନ ର ଚେତାବନୀ ଦେଲେ ସଭାନେତ୍ରୀ 08/01/2021

ଉତ୍ତରପ୍ରଦେଶ ଅଙ୍ଗନୱାଡି କର୍ମୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା  ,ଆନ୍ଦୋଳନ ର ଚେତାବନୀ ଦେଲେ ସଭାନେତ୍ରୀ ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାରେ ଘଟିଛି ଏକ ଅମାନୁଷିକ କାଣ୍ଡ। ନିର୍ଭୟା ଘଟଣାର ଘଟିଲା ପୁନରାବୃତ୍ତି। ବଦାୟୁଁରେ ...

30/12/2020

ଜାନୁଆରୀ ୩୧ ଯାଏଁ ରାଜ୍ୟ ର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ - ରାଜ୍ୟ ସରକାର

Photos from All Odisha Anganwadi Karmi O Sahayika Samukhya's post 28/12/2020

ଆଜି ଅଲ୍ ଓଡିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ର ପାଞ୍ଚପୀଢ ଉପଖଣ୍ଡ ସ୍ତରୀୟ ବୈଠକ କରଞ୍ଜିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକ ରେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍ ଯୋଗ ଦେଇଥିଲେ । ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଙ୍କ ବିଭିନ୍ନ ସମସ୍ୟା ଉପରେ ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଭିଡିଓ କଲ୍ ମାଧ୍ୟମ ରେ ଆଲୋଚନା କରିଥିଲେ, ଏବଂ ଅଙ୍ଗନୱାଡ଼ି କର୍ମୀ ମାନେ ମଧ୍ୟ ତାଙ୍କୁ ଭିଡିଓ କଲ୍ ରେ ସିଧସଳଖ କଥା ହୋଇ ତାଙ୍କ ସମସ୍ୟା ସମ୍ପର୍କରେ ଜଣାଇଥିଲେ ,କର୍ମୀମାନଙ୍କ ବିଭିନ୍ନ ସମସ୍ୟା ଉପରେ କରଞ୍ଜିଆ ର ମାନନୀୟ ବିଧାୟିକା ବାସନ୍ତୀ ହେମ୍ବ୍ରମ୍ ଫୋନ୍ ଯୋଗେ ପ୍ରଶାସନିକ ସ୍ତର ରେ ମଧ୍ୟ ଆଲୋଚନା କରିଥିଲେ ।

26/12/2020

ଜାନୁଆରୀ ୩ ତାରିଖରେ ଆୟୋଜିତ ହେବ ଅଲ୍ ଓଡିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ତୃଣମୂଳ ସ୍ତରରେ ଅଙ୍ଗନୱାଡ଼ି ସଙ୍ଗଠନ କୁ ସୁଦୃଢ଼ କରିବା ଏବଂ ବିଭିନ୍ନ ଦାବି କୁ ଆହୁରି ଶାଣିତ କରିବା ତଥା ରାଜ୍ୟ ସରକାର ଙ୍କ ପାଖରେ ବିଭିନ୍ନ ଦାବି ଓ ସମସ୍ୟା ଉପରେ ଆଲୋଚନା ହେବ । ଯୋଗ ଦେବେ ବିଜେଡ଼ି ର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ,ବିଜୁ ଶ୍ରମିକ ସାମୁଖ୍ୟ ମହାସଚିବ ତଥା ରାଜ୍ୟସଭା ସାଂସଦ ସୁବାସ ସିଂ । ଏହି ବୈଠକ ଅଲ୍ ଓଡିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ଫେସବୁକ୍ ପେଜରେ ସିଧାପ୍ରସାରଣ କରାଯିବ ।

Photos from All Odisha Anganwadi Karmi O Sahayika Samukhya's post 22/12/2020

ଆଜି ମୟୂରଭଞ୍ଜ ଜିଲ୍ଲା- ୨ ର ଅଲ୍ ଓଡିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ତରଫରୁ ରରୁଆଁ, ଓ ଶୁକ୍ରୁଳି ରେ ଆୟୋଜନ ହୋଇଥିବା ବୈଠକ ରେ #ରାଜ୍ୟସଭାନେତ୍ରୀ ( ଆମ ଅତିପ୍ରିୟ ନନ୍ଦିନୀ ଅପା )ଯୋଗ ଦେଇ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ l

Photos from All Odisha Anganwadi Karmi O Sahayika Samukhya's post 16/12/2020

ଅଲ୍ ଓଡିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ର ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ଙ୍କ ଯାଜପୁର ଜିଲ୍ଲା ଗସ୍ତ ଏବଂ ଏକ ସାଙ୍ଗଠନିକ ବୈଠକ କୁ ସମ୍ବୋଧନ କରିଥିଲେ

Photos from All Odisha Anganwadi Karmi O Sahayika Samukhya's post 14/12/2020

ମୟୂରଭଞ୍ଜ - ୧ ର ୧୪ ଟି ବ୍ଲକ୍ ର କର୍ମକର୍ତ୍ତାଙ୍କୁ ନେଇ ଏକ ଜରୁରକାଳୀନ ବୈଠକ ରାଜ୍ୟ ସଭାନେତ୍ରି ଶ୍ରୀମତୀ ନନ୍ଦିନୀ ପଣ୍ଡା ପରୀକ୍ଷା ଙ୍କ ଅଧ୍ୟକ୍ଷତାରେ ବାରିପଦା ଠାରେ ୧୩,୧୨,୨୦୨୦ ରେ ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାକୁ ଜିଲ୍ଲା ସଭାନେତ୍ରୀ ସୌଭାଗ୍ୟ ମଞ୍ଜରୀ କରଣ ଓ ନନ୍ଦିତା ଦତ୍ତ ପରିଚାଳନା କରିଥିଲେ । ସବୁ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ରେ ସଂଗଠନ ବୈଠକ ରଖି ସେମାନଙ୍କ ପ୍ରକୃତ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ଓ ସେ ସବୁ ସମସ୍ୟା ର ସମାଧାନ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।

11/12/2020
Want your organization to be the top-listed Non Profit Organization in Bhubaneswar?
Click here to claim your Sponsored Listing.

Website

Address

Bhubaneswar

Other Community Organizations in Bhubaneswar (show all)
House Gryffindor House Gryffindor
Silicon Institute Of Technology
Bhubaneswar, 751024

Socio-technical event!

AITUC Odisha AITUC Odisha
Bhubaneswar, 751022

One Point Buy Charitable Foundation One Point Buy Charitable Foundation
Digital It Web, 932, 9th Floor, DLF Cybercity, Chandaka Industrial Estate, Patia, Odisha India
Bhubaneswar, 751024

Non Governmental Organization

Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା
Odisha
Bhubaneswar

Official facebook Page of Aryasamaj Odisha. ଫେରି ଯିବା ବେଦ ପଥକୁ

BDA Colony Durga Puja Committee BDA Colony Durga Puja Committee
BDA Colony
Bhubaneswar

To Watch the Live Telecast of BDA Colony Durga Puja-2023, please Like and Follow this official page.

M.B.Youth Club, Patharagadia M.B.Youth Club, Patharagadia
Patharagadia
Bhubaneswar

Football for all...

Kalinga book fair Kalinga book fair
Exhibition Ground
Bhubaneswar

We are making the best effort to provide the ultimate platform for the Book Lovers, Book Sellers, and the Academic Institutions to interact and build the relationship at par.

BHIM ARMY Odisha BHIM ARMY Odisha
Bhubaneswar

ପ୍ରତ୍ୟେକ ସାଥି 20ଜଣ ଆମ୍ବେଦକରବାଦୀ ଙ୍କୁ ଯୋଡନ୍ତୁ l jay bhim

AOGBO - Association of Odisha Gramya Bank Officers' AOGBO - Association of Odisha Gramya Bank Officers'
Gandamunda
Bhubaneswar, 751030

AOGBO is the largest officers' organisation of Odisha Gramya Bank. It is the officers wing of AIRRBEA

Maa Barabhuja mahilla ALF Maa Barabhuja mahilla ALF
Ward No-63 Jagamara Khandagiri
Bhubaneswar