BDA Colony Durga Puja Committee

BDA Colony Durga Puja Committee

Nearby non profit organizations

CARD Odisha
CARD Odisha
Bda Colony

To Watch the Live Telecast of BDA Colony Durga Puja-2023, please Like and Follow this official page.

01/01/2024

Dear Sisters/Brothers,

We have reached 600 followers! Thank you for your continued support. We could not have done it without each of you.

ସମସ୍ତଙ୍କୁ କମିଟି ତରଫରୁ ଅବେଗଭରା ଧନ୍ୟବାଦ 🙏🤗🎉

Photos from BDA Colony Durga Puja Committee's post 25/10/2023

ଭସାଣି ଅବସରରେ ମାଆ ମଙ୍ଗଳାଙ୍କ ବି.ଡି.ଏ କଲୋନୀ ପରିକ୍ରମା.....

25/10/2023

ଦୁର୍ଗା ପୂଜା ୨୦୨୩

Photos from BDA Colony Durga Puja Committee's post 25/10/2023

ପୂର୍ଣ୍ଣାହୁତି ତଥା ଘଟ(କଳସ) ବିସର୍ଜନର ମୁହୂର୍ତ୍ତ.....

Photos from BDA Colony Durga Puja Committee's post 23/10/2023

ଆମ ବି.ଡି.ଏ କଲୋନୀର ବାସିନ୍ଦା ଶ୍ରୀ ଅମିତ୍ କୁମାର ଭୂୟାଁ, ଏସିଆ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା (Asian Bodybuilding Championship) ର ୬୫ କିଲୋଗ୍ରାମ ବର୍ଗ(65 Kg Catagory)ରେ ବିଜେତା ହୋଇ ସ୍ଵର୍ଣ୍ଣ ପଦକ ହାସଲ କରି ସମଗ୍ର ଓଡ଼ିଆ ଜାତି ତଥା ଭାରତବର୍ଷକୁ ଗୌରବାନ୍ଵିତ କରିଥିଲେ।

ବି.ଡି.ଏ ତଥା ଓଡ଼ିଶା ମାଟିର ଏହି ସୁନା ପୁଅଙ୍କୁ ଦଶହରାର ମହାଷ୍ଟମୀ ଅବସରରେ ବି.ଡି.ଏ ଦୁର୍ଗା ପୂଜା ସମିତି ତରଫରୁ ସମ୍ବର୍ଦ୍ଧନା କରାଗଲା ।

ମାଆ ମହାମାୟା ଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ କି ମାଆଙ୍କ କୃପାରୁ ଶ୍ରୀ ଅମିତ୍ କୁମାର ଭୂୟାଁ ଭବିଷ୍ୟତରେ ଏହିଭଳି ଅନେକ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ସଫଳ ହୋଇ ଦେଶ ପାଇଁ ଅନନ୍ୟ ଗୌରବ ଅର୍ଜନ କରନ୍ତୁ ।

ଜୟ ମା ମଙ୍ଗଳା 🙏

Photos from BDA Colony Durga Puja Committee's post 22/10/2023

ଉତ୍ତର ଭୁବନେଶ୍ଵରର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ(ବାପୁ ଭାଇ) ବି.ଡି.ଏ କଲୋନୀ ଦୁର୍ଗା ପୂଜା ପରିଦର୍ଶନ କରି ମାଆଙ୍କ ଆଶୀର୍ବାଦ ପ୍ରାର୍ଥନା କଲେ।

Photos from BDA Colony Durga Puja Committee's post 21/10/2023

ବି.ଡି.ଏ କଲୋନୀ ଦୂର୍ଗା ପୂଜା ସମିତିର ଚଳିତ ବର୍ଷ ଦଶହରା ପୂଜା ମହାସପ୍ତମୀ ଅବସରରେ ମାଆ ସିଂହବାହିନୀଙ୍କୁ ଆବାହନ କରିବା ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ପବିତ୍ର କଳସ ଯାତ୍ରା ।

Photos from BDA Colony Durga Puja Committee's post 21/10/2023

ବର୍ଷ ୨୦୨୩ରେ ମାଆ ଦୁର୍ଗତି ନାସିନୀଙ୍କ ପ୍ରଥମ ଝଲକ 💖

Photos from BDA Colony Durga Puja Committee's post 26/09/2023

ଆଜି ତା.୨୬-୦୯-୨୦୨୩ ରିଖ ତଥା ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର ପ୍ରଭୁ ଶ୍ରୀ ବାମନଙ୍କ ଜନ୍ମ ଦିବସ ଅବସରରେ ବି.ଡି.ଏ କଲୋନୀ ଦୂର୍ଗା ପୂଜାର ପୁରୋହିତ,କର୍ତ୍ତା ଓ କମିଟିର ସଦସ୍ୟ ମାନଙ୍କ ଉପସ୍ଥିତିରେ ମାଆ ଦୂର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ କୁଆଖାଇ ନଦୀପଠାରୁ 'ମୃତ୍ତିକା ଅନୁକୂଳ ବିଧି' ପୂଜାପାଠ ସହ ସମ୍ପନ୍ନ ହେଲା।

26/09/2023

ମାଆ ସମଲେଶ୍ଵରୀଙ୍କ କୃପା ବିଶ୍ଵବାସୀଙ୍କ ଉପରେ ସବୁବେଳେ ରହିଥାଉ । 🙏

🙏🌺ମା ସମଲେଶ୍ଵରୀ ଙ୍କ ଆଜି ର ଦର୍ଶନ🌺🙏
🌺🌺ଜୟ ମା ସମଲେଶ୍ଵରୀ🌺🌺
🌺ତା:୨୬.୦୯.୨୦୨୩,ମଙ୍ଗଳବାର🌺

Photos from BDA Colony Durga Puja Committee's post 25/09/2023

ଗତକାଲି ତା.୨୪/୦୯/୨୦୨୩ ରିଖରେ ଆସନ୍ତା ଦୂର୍ଗା ପୂଜା ପାଇଁ ବି.ଡି.ଏ କଲୋନୀ ଦୂର୍ଗା ପୂଜା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଅଛି।

ଏହି ବୈଠକରେ ଆଗାମୀ ଦୂର୍ଗା ପୂଜା କିପରି ସୁରୁଖୁରରେ ଅନୁଷ୍ଠିତ ହେବ,ସେହି ବିଷୟରେ ଆଲୋଚନା ହେଲା ଏବଂ କମିଟି ସଦସ୍ୟ ମାନଙ୍କୁ ବିଭିନ୍ନ ଦାୟିତ୍ଵ ବଣ୍ଟନ କରାଗଲା ।

ଏବଂ ଆସନ୍ତା ତା. ୨୬/୦୯/୨୦୨୩ ରିଖ ସକାଳ ୮.୦୦ ଘଟିକା ମୁହୂର୍ତ୍ତରେ ମାଆଙ୍କ ମୂର୍ତ୍ତି ନିର୍ମାଣ ଉଦ୍ଦେଶ୍ୟରେ ମାଟି ଅନୁକୂଳ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

02/10/2022

ବି.ଡି.ଏ କଲୋନୀ ଦୂର୍ଗା ପୂଜା କମିଟିର ୩୧ ତମ ପୂଜା ପାଳନ ଅବସରରେ ନବଶକ୍ତିଙ୍କୁ ଆବାହନ ନିମନ୍ତେ ଅୟୋଜିତ କଳସ ଯାତ୍ରା..
ା_ଦୂର୍ଗା

16/10/2021
Photos from BDA Colony Durga Puja Committee's post 16/10/2021
14/10/2021

ସନ୍ଧି ପୂଜା ପୂର୍ବରୁ ମା' ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ, ଆମ କମିଟି ସମ୍ପାଦକଙ୍କର ଦୁଇ କନ୍ୟାଙ୍କ କଣ୍ଠରେ 'ମହିଷାସୁର ମର୍ଦ୍ଦିନୀ ସ୍ତୋତ୍ର'ର ସୁନ୍ଦର ଉଚ୍ଚାରଣ । 🙏

12/10/2021

ଚଳିତବର୍ଷ ମା' ଦୁର୍ଗାଙ୍କ ପୂଜା ପାଇଁ କମିଟି ଦ୍ଵାରା ପ୍ରସ୍ତୁତ କାର୍ଯ୍ୟସୂଚୀ ..

ଜୟ ମା ମହିଷାମର୍ଦ୍ଦିନୀ 🙏

Photos from BDA Colony Durga Puja Committee's post 12/10/2021

ଦୁର୍ଗତିନାଶିନୀ,ଶକ୍ତି ସ୍ୱରୂପିଣୀ,ଦୁର୍ଗମାର୍ଗପ୍ରଦା ମା' ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା 🙏

ବି.ଡି.ଏ. କଲୋନୀ ଦୁର୍ଗା ପୂଜା - ୨୦୨୧

Photos from BDA Colony Durga Puja Committee's post 12/10/2021

Durga maa kna kalasa yatra BDA colony durga puja committee 🙏

Photos from BDA Colony Durga Puja Committee's post 18/09/2021

13 ନମ୍ବର ୱାର୍ଡସ୍ଥିତ ବିଡିଏ କଲୋନୀ ମା ଶ୍ରୀଦୁର୍ଗା ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନା ପାଇଁ ଆଜି ଅନୁଷ୍ଠିତ ମାଟି ବନ୍ଦାଣ ଉତ୍ସବ ପ୍ରସିଦ୍ଧ କୂଅଖାଇ ନଦୀ ତଟ ରେ ଅନୁଷ୍ଠିତ ହେଲା🙏

27/10/2020

କରୋନା ମୁକ୍ତ ପୃଥିବୀ ପାଇଁ କାମନା କରି ମା ମହିଷା ମର୍ଦ୍ଦିନୀ ଙ୍କୁ ଶେଷ ବିଦାୟ 🙏😔🙏

Want your organization to be the top-listed Non Profit Organization in Bhubaneswar?
Click here to claim your Sponsored Listing.

Videos (show all)

ଦୁର୍ଗା ପୂଜା ୨୦୨୩

Telephone

Website

Address

BDA Colony
Bhubaneswar

Other Community Organizations in Bhubaneswar (show all)
House Gryffindor House Gryffindor
Silicon Institute Of Technology
Bhubaneswar, 751024

Socio-technical event!

All Odisha Anganwadi Karmi O Sahayika Samukhya All Odisha Anganwadi Karmi O Sahayika Samukhya
Bhubaneswar

All Odisha Anganwadi Karmi O Sahayika Samukhya Affiliated By Biju sramik samukhya

AITUC Odisha AITUC Odisha
Bhubaneswar, 751022

One Point Buy Charitable Foundation One Point Buy Charitable Foundation
Digital It Web, 932, 9th Floor, DLF Cybercity, Chandaka Industrial Estate, Patia, Odisha India
Bhubaneswar, 751024

Non Governmental Organization

Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା
Odisha
Bhubaneswar

Official facebook Page of Aryasamaj Odisha. ଫେରି ଯିବା ବେଦ ପଥକୁ

M.B.Youth Club, Patharagadia M.B.Youth Club, Patharagadia
Patharagadia
Bhubaneswar

Football for all...

Kalinga book fair Kalinga book fair
Exhibition Ground
Bhubaneswar

We are making the best effort to provide the ultimate platform for the Book Lovers, Book Sellers, and the Academic Institutions to interact and build the relationship at par.

BHIM ARMY Odisha BHIM ARMY Odisha
Bhubaneswar

ପ୍ରତ୍ୟେକ ସାଥି 20ଜଣ ଆମ୍ବେଦକରବାଦୀ ଙ୍କୁ ଯୋଡନ୍ତୁ l jay bhim

Aliva Foundation Aliva Foundation
Bhubaneswar

Life is not a matter of milestone but of moments

AOGBO - Association of Odisha Gramya Bank Officers' AOGBO - Association of Odisha Gramya Bank Officers'
Gandamunda
Bhubaneswar, 751030

AOGBO is the largest officers' organisation of Odisha Gramya Bank. It is the officers wing of AIRRBEA