Sri Jagannath JubaSamajaଶ୍ରୀ ଜଗନ୍ନାଥ ଯୁବ ସମାଜ

ହିନ୍ଦୁତ୍ୱବାଦ ଓ ସନାତନ ଧର୍ମ ପାଇଁ ନିସ୍ଵାର୍ଥ ଓ ସାଲିସ ବିହୀନ ସଂଘର୍ଷ କରିବା. ଜୟ ଜଗନ୍ନାଥ 🙏🚩

29/04/2024

କୋଟି ଓଡ଼ିଆ ର ମଉଡମଣୀ ଆମ ପ୍ରାଣ ପ୍ରିୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ , ଆଜି କେମିତି ଅଛନ୍ତି....

1 -- ଆଜି ସେଇ ଆନନ୍ଦ ବଜାର ଅଛି , ହେଲେ ଅର୍ଥ ଅନୁଯାୟୀ ଖାଦ୍ୟ ମିଳୁଛି... ବ୍ୟବସାୟ ର ଗନ୍ତାଘର ପାଲଟିଛି..

2 - ଗର୍ଭ ଗୃହ ଫୋଟୋ ମୋବାଇଲ ରେ ବୁଲୁଛି....

3 -- ମହାପ୍ରଭୁ ଜଗନ୍ନାଥ ଙ୍କୁ ଦେଖିବା ପାଇଁ ବି ଅର୍ଥ ଦାବି କରାଯାଉଛି..

4 -- ସାଧାରଣ ଭକ୍ତ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ଅନେକ କଷ୍ଟ ଓ ଯନ୍ତ୍ରଣା ଭୋଗିବାକୁ ପଡୁଛି...

5 -- ମନ ଇଚ୍ଛା ପତାକା ଉଡ଼ୁଛି...( ପଇସା ନେଇ )

6 -- ସେବାୟତ ମାନେ ଜଗନ୍ନାଥ ଙ୍କ ନାମରେ ଜୋର ଜବରଦସ୍ତ ଚାନ୍ଧା ଆଦାୟ କରୁଛନ୍ତି...

7 -- ଶ୍ରୀ ଜଗନ୍ନାଥ ଙ୍କ ପ୍ରତେକ ଜିନିଷ କୁ ଅମୁଲ ମୁଲ ରେ ବିକ୍ରି କରାଯାଉଛି...

8 -- ରାଜନେତା ଜଗନ୍ନାଥ ଙ୍କୁ ରାଜରାସ୍ତା କୁ ନେଇ ଖୁଲମ ଖୋଲା ରାଜନୀତି କରୁଛି

9 --- ପବିତ୍ର ବଡ ଦାଣ୍ଡରେ , ବଡ ଦେଉଳ ସମ୍ମୁଖ ରେ ଆମିଷ ରନ୍ଧା ଯାଉଛି..

ତଥାପି ବିଶ୍ୱନିଅନ୍ତା ଙ୍କ ଉପରେ ଅତୁଟ ବିଶ୍ୱାସ ଅଛି.... ଚକା ଆଖି ସବୁ ଦେଖୁଛି...

Odisha Puri, Orissa Jagannath Temple, Puri

27/03/2024

ଶ୍ରୀ ଜଗନ୍ନାଥ ଯୁବ ସମାଜ ପରିବାର ତରଫରୁ ପବିତ୍ର ହୋଲି ର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା...
Jagannath Temple, Puri Puri, Orissa Highlight Jagannath Dham PURI Odisha

21/03/2024

Highlight

05/03/2024

ଶ୍ରୀମନ୍ଦିର ରେ ବାଂଲାଦେଶୀ ମାନଙ୍କ ପ୍ରବେଶ ଅତ୍ୟନ୍ତ ନିନ୍ଦନୀୟ ...ଏହାକୁ Sri Jagannath JubaSamajaଶ୍ରୀ ଜଗନ୍ନାଥ ଯୁବ ସମାଜ ତରଫରୁ ଦୃଢ ହସ୍ତ ରେ ନିନ୍ଦା କରାଯାଉଛି..

The lot of the lots of Shrdrator is very cleansed in Sri Mandir, it we reproach it in strong hands and join Jagannaths requesting a johdress with us.

Odisha CMO Odisha Jagannath Dham PURI PMO India Narendra Modi Puri, Orissa Jagannath Temple, Puri

12/02/2024

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନାମରେ ରାଜନୀତି....
ମହାପ୍ରଭୁ ଙ୍କ ଅପମାନ ରେ କେତେ ଦିନ ଓଡ଼ିଆ ଜାତି ଚୁପ ବସିବ..?

02/02/2024

କୋଟି ଓଡ଼ିଆ ର ମଉଡମଣୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଅତି ନିମ୍ନ ଓ ନୀଚ୍ଚ ଦେଖେଇ ବାକ୍ୟ କହିବା ଯାତ୍ରା କଳାକାର ଦୈତାରୀ ପଣ୍ଡା ମହୋଦୟ ଙ୍କ ମହାପାପ....ଏହାକୁ ଶ୍ରୀ ଜଗନ୍ନାଥ ଯୁବ ସମାଜ , ଓଡିଶା ପକ୍ଷ ରୁ ଦୃଢ ପ୍ରତିବାଦ କରାଯାଉଛି

ଯେତେବେଳେ ଯାଏ ସେ ସିଂହଦୁଆର ସମ୍ମୁଖ ରେ ମହାବାହୁ ଙ୍କୁ ଭୂଲ ନ ମାଗିଛନ୍ତି , ଏହା ଏକ ବିଶାଳ ବିକ୍ଷୋଭ ର ରୂପ ନେବ...

ସମସ୍ତ ଜଗନ୍ନାଥ ପ୍ରେମୀ ଓ ଓଡ଼ିଆ ଜାତି କୁ ସମର୍ଥନ ଜଣାଇବାକୁ ଅନୁରୋଧ 🙏🏻

ଜୟ ଜଗନ୍ନାଥ 🙏🏻
Odisha Sri Jagannath JubaSamajaଶ୍ରୀ ଜଗନ୍ନାଥ ଯୁବ ସମାଜ Jagannath Dham PURI CMO Odisha

11/12/2023

ଶ୍ରୀ ଜଗନ୍ନାଥ ଯୁବ ସମାଜ ପରିବାର ତରଫରୁ ବାବା ବାଗେଶ୍ୱରଧାମ ସରକାର ଙ୍କୁ ଶ୍ରୀକ୍ଷେତ୍ର କୁ ସ୍ୱାଗତ ଜଣାଉଛୁ ❤️🚩

#ବାବା_ବାଗେଶ୍ୱର_ଧାମ_ସରକାର_ସୁସ୍ବାଗତଂ_WellCome_to_puri_Dhirendra_sastri_ji
#ଶ୍ରୀଜଗନ୍ନଥଯୁବସମାଜ

10/12/2023

ବୟସ୍କ ବ୍ୟକ୍ତି ମାନଙ୍କୁ ଶ୍ରୀ ଜୀଉ ଙ୍କ ଦର୍ଶନ ମନା ପଦକ୍ଷେପ କୁ ଶ୍ରୀ ଜଗନ୍ନାଥ ଯୁବ ସମାଜ ପକ୍ଷ ରୁ ଦୃଢ଼ ନିନ୍ଦା କରାଯାଉଛି.....

ଭାବ ର ଠାକୁର ଶ୍ରୀ ଜଗନ୍ନାଥଙ୍କ ଠାରେ ଭକ୍ତି ର କୌଣସି ବୟସ ନଥାଏ....


#ଶ୍ରୀଜଗନ୍ନଥଯୁବସମାଜ

08/12/2023
08/06/2023

ଚଳିତ ରଥଯାତ୍ରା ରେ ମଣିମା ଙ୍କ ବଡ଼ ଦାଣ୍ଡ ନିଲାମ ପ୍ରସଙ୍ଗ କୁ ଶ୍ରୀ ଜଗନ୍ନାଥ ଯୁବ ବାହିନୀ ପକ୍ଷ ରୁ ଆଗାମୀ ଦିନରେ ଦୃଢ ପ୍ରତିବାଦ କରାଯିବ..

Sri Jagannath Jubabahiniଶ୍ରୀ ଜଗନ୍ନାଥ ଯୁବ ବାହିନୀ

Jagannath Dham PURI

Jagannath Temple, Puri

Odisha

08/06/2023

ଶ୍ରୀ ଜଗନ୍ନାଥ ଯୁବ ବାହିନୀ ପରିବାର ଆନୁକୂଲ୍ୟରେ ଜରୁରୀ କାଳୀନ ପରିସ୍ଥିତି ରେ ରକ୍ତଦାନ କରାଗଲା..

Sri Jagannath Jubabahiniଶ୍ରୀ ଜଗନ୍ନାଥ ଯୁବ ବାହିନୀ

Jagannath Dham PURI

ଜୟ ଜଗନ୍ନାଥ ❤️🙏🙇‍♂️

08/06/2023

ଶୁ ପ୍ରଭାତ 🕉️💐ଜୟ ଜଗନ୍ନାଥ ❤🙏🙇🏻‍♂️....
ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଶ୍ରୀଜୀଉ. ଦେବସ୍ନାନ ପୂର୍ଣ୍ଣିମା ରେ ୧O୮ ଗରା ଜଳରେ ସ୍ନାନ ପରେ ଜ୍ଵର ରେ କମ୍ପୁଛନ୍ତି ମହାପ୍ରଭୁ. ଏଥିପାଇଁ ଚାଲିଛି ଗୋପନ ନୀତି. ସ୍ନାନ ଯାତ୍ରା ରେ ପରିଧାନ କରିଥିବା ଓଦା ବସ୍ତ୍ର ଗତକାଲି ଶ୍ରୀଅଙ୍ଗ ରୁ ଫିଟିବା ପରେ କିଛିଟା ଆରାମ ଅନୁଭବ କରିଛନ୍ତି ମହାପ୍ରଭୁ.ତଥାପି ଜ୍ଵର ଛାଡ଼ିନାହିଁ. ଏଥିପାଇଁ ମହାପ୍ରଭୁ ଙ୍କୁ ଛପନ ଭୋଗ ବଦଳରେ ପଥି ଖାଇବାକୁ ଦିଆଯାଉଛି. ନାନାଦି ଫଳ ମୂଳ ସହ କ୍ଷୀର, ସର, ଛେନା ଆଦି ରେ ପ୍ରସ୍ତୁତ ଚକଟା ଭୋଗ ଲାଗି ହେଉଛି. ଘନ ଅନ୍ଧକାରରେ ଏକମାତ୍ର ଦୀପ ର ଆଲୋକ ରେ ଦଇତାପତି ସେବକ ମାନେ ଏହି ଗୋପନ ନୀତି ସମ୍ପର୍ଣ୍ଣ କରୁଛନ୍ତି.
ଶ୍ରୀମନ୍ଦିର ରେ ଘଣ୍ଟଘଣ୍ଟା ବାଜିବା ନିଷେଧ କରାଯାଇଛି. କେହି ଯେପରି ଗୁପ୍ତ ନୀତିରେ ବାଧା ସୃଷ୍ଟି ନକରିବେ, ସେଥିପାଇଁ ଅଣସର ଘର ନିକଟରେ ତାଟି ପଡିଛି. ତାଟ ସମ୍ମୁଖରେ ପାଟିଦିଅଁ ପୂଜା ପାଉଁଛନ୍ତି. ପଟି ଦିଅଁ ଙ୍କ ଠାରେ ଛପନ ଭୋଗ ଲାଗି ହେଉଛି. ବରିଷ୍ଠ ଦଇତାପତି ବିଶ୍ୱବାସୁ ବିନାୟକ ଦାସ ମହାପାତ୍ର କହିଛନ୍ତି, ଗତକାଲି ଯେଉଁ ଗୋପନ ନୀତି ଚାଲିଥିଲା, ଆଜି ବି ସେଇ ଗୋପନ ନୀତି ଚାଲିଛି. ଠାକୁର ଙ୍କୁ ଚକଟା ଭୋଗ ଲାଗି ହେଉଛି. ଆସନ୍ତା କାଲି ଶ୍ରୀ ଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବ. ଏଥିପାଇଁ ଦଇତାପତି ସେବକ ମାନେ ପ୍ରସ୍ତୁତି ଶେଷ କରିଛନ୍ତି. ଶ୍ରୀ ଅଙ୍ଗ ଫିଟା ନୀତି ପରଦିନ ଶ୍ରୀ ଅଙ୍ଗ ରେ ଫୁଲୁରୀ ତେଲ ଲାଗି ହେବ. ଅଣସର ପଣା ବି ଠାକୁର ଙ୍କୁ ଲାଗି ହେବ ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି. ଅନ୍ୟପଟେ ଅଣସର ପାଇଁ ମହାପ୍ରଭୁ ଆଜି ବି ଶୁକ୍ଳ ବସ୍ତ୍ର ପରିଧାନ କରିଛନ୍ତି. ଏପରିକି ଧଳା ଫୁଲ ଠାକୁର ଙ୍କୁ ଲାଗି ହେଉଛି. ଜୟ ଜଗନ୍ନାଥ ❤🙏🙇🏻‍♂️🚩
*ଶ୍ରୀ ଜଗନ୍ନାଥ ଯୁବ ବାହିନୀ ଓଡିଶା 🚩*

07/06/2023

ଏ ରଣ ହୁଙ୍କାର.... ପରିବର୍ତ୍ତନ ର ଆଭାସ 🙏
Sri Jagannath Jubabahiniଶ୍ରୀ ଜଗନ୍ନାଥ ଯୁବ ବାହିନୀ

Photos from Sri Jagannath JubaSamajaଶ୍ରୀ ଜଗନ୍ନାଥ ଯୁବ ସମାଜ's post 07/06/2023

ଭୁଜଗ ତଳ୍ପ ଗତଂ ଘନ ସୁନ୍ଦରଂ,
ଗରୁଡ଼ ବାହନମମ୍ବୁଜଲୋଚନମ୍।
ନଳିନ ଚକ୍ର ଗଦା କରମବ୍ୟୟଂ,
ଭଜତ ରେ ମନୁଜାଃ କମଳାପତିମ୍।।

ହେ ମନୁଷ୍ୟଗଣ ! ଯେ ସର୍ପ ଶଯ୍ୟା ଉପରେ ଶାୟିତ, ନୀଳମେଘ ସଦୃଶ ଯେ ଶ୍ୟାମସୁନ୍ଦର, ଗରୁଡ଼ ଯାହାଙ୍କର ବାହନ, ପଦ୍ମତୁଲ୍ୟ ଯାହାଙ୍କର ନୟନ, ସେହି ଶଙ୍ଖ ,ଚକ୍ର ,ଗଦା, ପଦ୍ମଧାରୀ ଶ୍ରୀକମଳାପତି ବିଷ୍ଣୁଙ୍କୁ ଭଜନ କର।

#ପୁରାଣ_ପୁରୁଷୋତ୍ତମ_ଶ୍ରୀଜଗନ୍ନାଥ 🌹
Sri Jagannath Jubabahiniଶ୍ରୀ ଜଗନ୍ନାଥ ଯୁବ ବାହିନୀ

Photos from Sri Jagannath JubaSamajaଶ୍ରୀ ଜଗନ୍ନାଥ ଯୁବ ସମାଜ's post 05/06/2023

୧ -- ହିନ୍ଦୁତ୍ୱବାଦ ଓ ସନାତନ ଧର୍ମ ପାଇଁ ନିସ୍ଵାର୍ଥ ଓ ସାଲିସ ବିହୀନ ସଂଘର୍ଷ
୨ -- ଏକତା ଓ ଏକାଗ୍ରତା ର ସହ ସମାଜ ରେ ହେଉଥିବା ଅନ୍ୟାୟ ଅନୀତି ବିରୋଧ ରେ ସଂଗ୍ରାମ
୩ -- ଗୋ ମାତା ର ସୁରକ୍ଷା ଓ ଗୋ ଚାଲାଣ କାରି ଦଲାଲ ମାନଙ୍କୁ ଉପଯୁକ୍ତ ଶିକ୍ଷା
ଆମ ମାନଙ୍କ ଏକତା ଏକାଗ୍ରତା ଆମ ପାଇଁ ଓ ସମାଜ ପାଇଁ ନିତ୍ୟାନ୍ତ ଜରୁରୀ..

ସବୁଠୁ ବଡ଼ କଥା ଏକତା ଓ ଭାଇଚାରା ଅକ୍ଷୁର୍ଣ ରଖିବା .

ଆମେ ଗାନ୍ଧୀବାଦ କୁ ନୁହେଁ , ରାଷ୍ଟ୍ରବାଦ କୁ ବିଶ୍ୱାସ କରୁ 👈

ଜୟ ଜଗନ୍ନାଥ 🙏🚩

Photos from Sri Jagannath JubaSamajaଶ୍ରୀ ଜଗନ୍ନାଥ ଯୁବ ସମାଜ's post 04/06/2023

ବାଲେଶ୍ୱର ଜିଲ୍ଲା ବାହାନଗା ଅଞ୍ଚଳ ରେ ଘଟିଥିବା ମର୍ମାନ୍ତୁକ ଟ୍ରେନ ଦୁର୍ଘଟଣାରେ ନିଜ ଜୀବନ ଓ ଜୀବିକା ହରାଇ ଥିବା ଭାଇ ମାନଙ୍କ ନିମନ୍ତେ ଶ୍ରୀ ଜଗନ୍ନାଥ ଯୁବ ବାହିନୀ ପରିବାର ତରଫରୁ ଏକ ଶାନ୍ତିପୂର୍ଣ୍ଣ ଶୋକସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା କରାଗଲା , ଉକ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା ଟି ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ଆରମ୍ଭ ହୋଇ ରାମ ମନ୍ଦିର ଠାରେ ସମାପନ ହୋଇଥିଲା...

ଶ୍ରୀ ଜଗନ୍ନାଥ ଯୁବ ବାହିନୀ , ଓଡିଶା

04/06/2023

ଓଡ଼ିଆ ସିଲାବସ ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଗୋଟେ ଅଧ୍ୟାୟ ରହୁ -ଶ୍ରୀ ଜଗନ୍ନାଥ ଯୁବ ବାହିନୀ, ଓଡିଶା

25/05/2023

ଆସନ୍ତା ଇଂରାଜୀ ତା ୩ ଜୁନ ୨O୨୩ ରିଖ ଜୟଦେବ ଭବନ ଠାରେ ଶ୍ରୀ ଜଗନ୍ନାଥ ଯୁବବାହିନୀ ଙ୍କ ବାର୍ଷିକ ଉତ୍ସବ ନିମନ୍ତେ ଆପଣ ଓ ଆପଣଙ୍କ ପରିବାର କୁ ସ୍ୱାଗତ 🙏🙏🙏

15/05/2023

*ଶ୍ରୀରାମ ଚରିତ ମାନସ*
*श्रीराम चरित मानस*
*॥ ବାଲ କାଣ୍ଡ ॥ बाल काण्ड ॥*

ଭଏ ବିସୋକ କୋକ ମୁନି ଦେବା ।
ବରିସହିଂ ସୁମନ ଜନାବହିଂ ସେବା ॥
ଗୁର ପଦ ବଂଦି ସହିତ ଅନୁରାଗା ।
ରାମ ମୁନିହ୍ନସନ ଆୟସୁ ମାଗା ॥

ଭାବାର୍ଥ :- ସମସ୍ତ ମୁନିଋଷି ଏବଂ ଦେବତା ମାନେ ଆନନ୍ଦିତ ହୋଇ ସମ୍ପୁର୍ଣ୍ଣ ଶୋକ ରହିତ ହୋଇଗଲେ । ସେମାନେ ପୁଷ୍ପ ବର୍ଷା କରି ନିଜ ନିଜ ସେବା ଅନୁରାଗ ଭାବ ପ୍ରକାଶ କରୁଥାନ୍ତି । ପ୍ରେମ ଓ ଭକ୍ତି ସହିତ ଗୁରୁଙ୍କ ଶ୍ରୀଚରଣରେ ବନ୍ଦନା କରି ପ୍ରଣାମ କରି ସମସ୍ତ ମୁନିଙ୍କ ଠାରୁ ଆଜ୍ଞା ମାଗିଲେ ।

ସହଜହିଂ ଚଲେ ସକଲ ଜଗ ସ୍ବାମୀ ।
ମନ୍ତ ମଂଜୁ ବର କୁଂଜର ଗାମୀ ॥
ଚଲତ ରାମ ସବ ପୁର ନର ନାରୀ ।
ପୁଲକ ପୁରି ତନ ଭଏ ସୁଖାରୀ ॥

ଭାବାର୍ଥ :- ସମସ୍ତ ଜଗତର ସ୍ବାମୀ ଶ୍ରୀରାମ ଗୋଟିଏ ସୁନ୍ଦର ଶ୍ରେଷ୍ଠ ମତୁଆଲା ହାତୀର ଚାଲି ପରି ସ୍ବାଭାବିକ ମଞ୍ଚ ଆଡ଼କୁ ଚାଲିଲେ । ପ୍ରଭୁ ଶ୍ରୀରାମ ମଞ୍ଚ ଉପରକୁ ଚଢିବାକ୍ଷଣି ନଗରର ସମସ୍ତ ନରନାରୀ ଆନନ୍ଦିତ ହୋଇଗଲେ ଆଉ ସମସ୍ତେ ରୋମାଞ୍ଚିତ ହୋଇଗଲେ ।

ବଂଦି ପିତର ସୁର ସୁକୁତ ସଁଭାରେ ।
ଜୌଂ କଛୁ ପୁନ୍ୟ ପ୍ରଭାଉ ହମାରେ ॥
ତୌ ସିବଧନୁ ମୃନାଲ କୀ ନାଇଁ ।
ତୋରହୁଁ ରାମୁ ଗନେସ ଗୋସାଈଁ ॥

ଭାବାର୍ଥ :- ପ୍ରଭୁ ଶ୍ରୀରାମ ନିଜର ପିତୃପୁରୁଷଙ୍କ ସହିତ ସମସ୍ତ ଦେବତାଙ୍କୁ ମନରେ ବନ୍ଦନା କରି ନିଜର ପୂଣ୍ୟ କର୍ମକୁ ସ୍ମରଣ ଅଲେ । ଯଦି ଆମର ପୂଣ୍ୟର ପ୍ରଭାବ କିଛି ଥାଏ, ତେବେ ହେ ଶ୍ରୀଗଣେଷ ଗୋସାଇଁ ! ରାମଚନ୍ଦ୍ରଙ୍କୁ ଏହୁ ଶିବଙ୍କ ଧନୁକୁ ପଦ୍ମ ନାଡ କୁ ଭାଙ୍ଗିବା ପରି ଅତି ସହଜରେ ଭାଙ୍ଗିଦିଅ ।

ରାମହି ପ୍ରେମ ସମେତ ଲଖି ସଖିହ୍ନ ସମୀପ ବୋଲାଇ ।
ସୀତା ମାତୁ ସନେହ ବସ ବଚନ କହଇ ବିଲଖାଇ ॥

ଭାବାର୍ଥ :- ପ୍ରଭୁ ଶ୍ରୀରାମଙ୍କୁ ମଞ୍ଚ ଉପରେ ଦେଖି ସୀତାଙ୍କ ମାତାଙ୍କ ହୃଦୟରେ ବାତ୍ସଲ୍ୟ ପ୍ରେମ ଆସିଲା ସମସ୍ତ ସଖିମାନଙ୍କୁ ପାଖକୁ ଡାକି ସ୍ନେହର ବଶତାରେ କାନ୍ଦି କାନ୍ଦି ବିଳାପ କରି ଏପରି ବଚନ ସବୁ କହିଲେ ।

ଶ୍ରୀ ଜଗନ୍ନାଥ ଯୁବ ବାହିନୀ

27/04/2023

*ଜୟ ଜୟ ଜଗନ୍ନାଥ 🙏❣️*

*ଆସନ୍ତାକାଲି ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ*
*ନୀଳାଦ୍ରୀମହୋଦୟାଷ୍ଟମୀ*

ସତ୍ୟଯୁଗରେ ଏହି ପବିତ୍ର ଦିବସରେ ବ୍ରହ୍ମlଙ୍କ ଅଧ୍ୟକ୍ଷତାରେ ଭରଦ୍ୱାଜ ଆଦି ମୁନିଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରତିଷ୍ଠା ହୋଇଥିଲା ll

ଆସନ୍ତାକାଲି ଏକ ଅତୀବ ପବିତ୍ର ଆଉ ଶୁଭ ଦିନ ଆମ ଜଗନ୍ନାଥ ପ୍ରେମୀଙ୍କ ପାଇଁ.... ଅଗ୍ରୀମ ଶୁଭେଚ୍ଛା ❤️🙏

(ମଣିମା ଙ୍କ ର ଜୟ )

Photos from Sri Jagannath JubaSamajaଶ୍ରୀ ଜଗନ୍ନାଥ ଯୁବ ସମାଜ's post 25/04/2023

ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ତିଆରି 🙏

#ରଥଯାତ୍ରା ୨O୨୩
Sri Jagannath Jubabahiniଶ୍ରୀ ଜଗନ୍ନାଥ ଯୁବ ବାହିନୀ

19/04/2023

ସମାଜସେବା ଏକ ବ୍ୟବସାୟ ନୁହେଁ....ଏକ ଭାବନା।
ଏକ ବୃତ୍ତି ନୁହେଁ....ଏକ ପବିତ୍ର ଚିନ୍ତାଧାରା ....ସ୍ୱାର୍ଥହୀନ.. ସର୍ତ୍ତହୀନ ସେବା କରିବାର ମାନସିକତା🥰

ସମାଜରେ ସମସ୍ତେ ଜନ୍ମ ଗ୍ରହଣ କରିଛନ୍ତି ସତ... ହେଲେ ସମସ୍ତେ ନିଃସ୍ୱାର୍ଥପର ଭାବରେ ସମାଜର ସେବା କରିପାରନ୍ତି ନାହିଁ।ସେହିମାନେ ହିଁ ଏହି ମହାନ କାର୍ଯ୍ୟ ସମ୍ପାଦନ କରିଥାନ୍ତି ଯେଉଁମାନଙ୍କୁ ସ୍ୱୟଂ ଭଗବାନ ସ୍ୱତନ୍ତ୍ର ଭାବରେ ଗଢ଼ିଥାନ୍ତି।
ନିଜର ଲୁହକୁ ଲୁଚାଇ ଯିଏ ଅନ୍ୟର ଲୁହ କୁ ପୋଛିଦିଏ.... ନିଜର କୋହ କୁ ଲୁଚାଇ ଯିଏ ଅନ୍ୟକୁ କୋଳେଇ ନିଏ.... ନିଜର ଦୁଃଖ କୁ ଲୁଚାଇ ଯିଏ ଅନ୍ୟ ଓଠରେ ହସ ଖେଳେଇଦିଏ... ସେ ହିଁ ହେଉଛି ଜଣେ ଆଦର୍ଶ ସମାଜସେବୀ।

ଶ୍ରୀ ଜଗନ୍ନାଥ ଯୁବବାହିନୀ ଓ ଟିଜି ସୁରକ୍ଷା ଟ୍ରଷ୍ଟ ର ମିଳିତ ସହଯୋଗ ରେ ଆରମ୍ଭ ହେଇଥିବା ଜଲଛତ୍ର ସଫଳତା ର ସହ ଦେଢ଼ ମାସ ରେ ପହଁଚିଛି |
Sri Jagannath Jubabahiniଶ୍ରୀ ଜଗନ୍ନାଥ ଯୁବ ବାହିନୀ
🙏🙏🙏🙏

17/04/2023

ବେଶ ମଧ୍ଯରେ ସର୍ବଶ୍ରେଷ୍ଠ ମଣିମା ଙ୍କ ଶୋଭା ବଡ଼ସିଂହାର ବେଶ 🙇🏻‍♂️ମଣିମା ହେ 🙏🙏

17/04/2023

ଜୟ ଜଗନ୍ନାଥ ❤🙏🙇🏻‍♂️

09/04/2023

🙏

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 05.33 AM ରେ ସମାପ୍ତ ହେଲା

🙏𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.33 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 09/04/2023

🙏🙏🙏

Photos from Sri Jagannath JubaSamajaଶ୍ରୀ ଜଗନ୍ନାଥ ଯୁବ ସମାଜ's post 05/04/2023

Sri Jagannath Jubabahiniଶ୍ରୀ ଜଗନ୍ନାଥ ଯୁବ ବାହିନୀ ତରଫରୁ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଥାନା ରେ ଦିଆ ଯାଇଥିବା ଏତଲା ମାଧ୍ୟ୍ୟମ ରେ ଆସାମୀ କୁ ତଦନ୍ତ ପରିସର ମଧ୍ୟ୍ୟ କୁ ଆଣିବାକୁ ଦୃଢ ଦାବି କରାଗଲା..

Photos from Sri Jagannath JubaSamajaଶ୍ରୀ ଜଗନ୍ନାଥ ଯୁବ ସମାଜ's post 05/04/2023

ଶ୍ରୀ ଜଗନ୍ନାଥ ଯୁବ ବାହିନୀ ତରଫରୁ ଭୁବନେଶ୍ୱର ଜୟଦେବ ବିହାର ଛକ ଠାରେ ଜଳଛତ୍ର...

ଶ୍ରୀ ଜଗନ୍ନାଥ ଯୁବ ବାହିନୀ , ଓଡିଶା ପ୍ରଦେଶ

Photos from Sri Jagannath JubaSamajaଶ୍ରୀ ଜଗନ୍ନାଥ ଯୁବ ସମାଜ's post 04/04/2023

ଆସନ୍ତା କାଲି ଠାରୁ ଶ୍ରୀ ଜଗନ୍ନାଥ ଯୁବ ବାହିନୀ ତରଫରୁ ବିରୋଧ ତୀବ୍ର ରୂପ ନେବ..

ଜୟ ଜଗନ୍ନାଥ ❤️🙏🏻🙇🏻‍♂️

ଶ୍ରୀ ଜଗନ୍ନାଥ ଯୁବ ବାହିନୀ , ଓଡିଶା ପ୍ରଦେଶ

Want your organization to be the top-listed Non Profit Organization in Bhubaneswar?
Click here to claim your Sponsored Listing.

Videos (show all)

ଶ୍ରୀ ଜଗନ୍ନାଥ ଯୁବ ସମାଜ ପରିବାର ତରଫରୁ ବାବା ବାଗେଶ୍ୱରଧାମ ସରକାର ଙ୍କୁ  ଶ୍ରୀକ୍ଷେତ୍ର କୁ ସ୍ୱାଗତ ଜଣାଉଛୁ ❤️🚩#ବାବା_ବାଗେଶ୍ୱର_ଧାମ_ସରକାର...
ଏ ରଣ ହୁଙ୍କାର.... ପରିବର୍ତ୍ତନ ର ଆଭାସ 🙏Sri Jagannath Jubabahiniଶ୍ରୀ ଜଗନ୍ନାଥ ଯୁବ ବାହିନୀ
ଓଡ଼ିଆ ସିଲାବସ ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଗୋଟେ ଅଧ୍ୟାୟ ରହୁ -ଶ୍ରୀ ଜଗନ୍ନାଥ ଯୁବ ବାହିନୀ, ଓଡିଶା
🙏ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 05.33 AM ରେ ସମାପ୍ତ ହେଲା 🙏𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏Lions Gate opening ritu...
🙏ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 04.58 AM ରେ ସମାପ୍ତ ହେଲା 🙏𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏Lions Gate opening ritu...
ଜୟ ଜଗନ୍ନାଥ 🙏 ତାରିଖ ୩୧.୦୩.୨୦୨୩🙏*ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନା ପରିବର୍ତ୍ତନ ଚୂନରା ସେବାୟତ ଙ୍କ ଦ୍ଵାର...
🙏Jay Jagannath 🙏Sandhya Alati 🙏Dt.31.03.2023🙏🌹❤️
🙏ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 05.37 AM ରେ ସମାପ୍ତ ହେଲା 🙏𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏Lions Gate opening ritu...
ଜୟ ଜଗନ୍ନାଥ 🙏 ତାରିଖ ୩୦.୦୩.୨୦୨୩🙏*ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନା ପରିବର୍ତ୍ତନ ଚୂନରା ସେବାୟତ ଙ୍କ ଦ୍ଵାର...
🙏Jay Jagannath 🙏Sandhya Alati 🙏Dt.30.03.2023 🙏❤️🌹
*ଶ୍ରୀମନ୍ଦିରରେ ରାମ ନବମୀ ନୀତି*                   ~~~~~~~~~~~~~~~~~~                                                ପବିତ୍ର ...
🙏ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 05.21 AM ରେ ସମାପ୍ତ ହେଲା 🙏𝑱𝒂𝒚 𝑱𝒂𝒈𝒂𝒏𝒏𝒂𝒕𝒉🙏Lions Gate opening ritu...

Website

Address


Bhubaneswar
751024

Other Non-Governmental Organizations (NGOs) in Bhubaneswar (show all)
Aarogya Foundation Aarogya Foundation
Bhubaneswar

Let's Come Together to Help...

Google Trust Google Trust
KAPILPRASAD, BHUBANESWAR-751002
Bhubaneswar, 751002

Utkal Helping Hands Foundation Utkal Helping Hands Foundation
Jagamara, Khandagiri
Bhubaneswar, 751030

Utkal Helping Hands Foundation is an Odisha-based non-governmental organisation.

Surakhya Surakhya
Baramunda
Bhubaneswar

Love To Serve

Indian Trust For Art and Culture Indian Trust For Art and Culture
KIIT Square
Bhubaneswar

We are a Trust to promote the traditional art and culture of Eastern states of India

Aaina Aaina
Plot-70/3530, Near Hotel Mayfair Lagoon, Jaydev Vihar, Odisha
Bhubaneswar, 751013

Aaina envisages an inclusive society where each person has an identity, independence and exercises his/her rights with dignity and equality.

OdishaArtisans OdishaArtisans
Bhubaneswar

This page is to support the local artisans of Odisha working in the space of Handloom and Handicrafts.

Saraswati Educational & Charitable Trust Saraswati Educational & Charitable Trust
K-8-82, Kalinga Nagar, Ghatikia
Bhubaneswar, 751029

Odisha Prantiya Marwari Yuva Manch Odisha Prantiya Marwari Yuva Manch
506, BHAGWAN TOWER, LAKSHMI SAGAR, CUTTACK-PURI Road
Bhubaneswar, 751001

SWORD SWORD
Plot No, Training Center:, Corporate Office/Plot No/101/A, 1215/1467, Khandagiribari, Kolathia, Khandagiri, Odisha
Bhubaneswar, 751019

Social Welfare Organization for Rural Development (SWORD) is one of the people centred service oriented Non-Govt. organization

RSP Anugul RSP Anugul
Bhubaneswar, 751001

This is the official page of Rashtriya Samajsevi Parishad Anugul.

Kalinga Rakhyak Foundation Trust Kalinga Rakhyak Foundation Trust
Bhubaneswar

Always Active 24×7 For Emergency � Blood Donation � If Blood �� Needed To Anyone Kindly DM Patient Details With Requisition Slip..� #DonateBloodSaveLife �