All Odisha Technical Students Organization-Aotso
It is a open platform for all the technical students of odisha
Investiga a.s.e.s.i.n.o.s en serie como en las películas
McGarrett sigue investigando el caso que resolvía su padre antes de m.o.r.i.r
Five-0 se sorprende al descubrir los motivos del a.s.e.s.i.n.o
Buscando al grupo de at.r.a.c.a.d.o.r.e.s de 3 chicas
Five-0 rescata a niña s.e.c.u.e.s.t.r.a.d.a
Isla de Hawái en alerta de emergencia, Five-0 busca t.e.r.r.o.r.i.s.t.a.s
AOTSO IT head birthday celebration
ALL ODISHA TECHNICAL STUDENTS ORGANISATION (AOTSO)
Winner - NIIS
RUNNER'S UP - GITA
Opening ceremony of
SJ. Arun Kumar sahoo, MLA,NAYAGARH
Sj. Sambit Routray, MLA,PARADEEP
Sj. Amaresh Patri , FOUNDER AOTSO & OLIC CHAIRMAN
All you are invited......
TODAY AT 11.AM
At - KCA GROUND, KHANDAGIRI, INFRONT OF SOA OFFICE
Get Ready for Battle !!!!
AOTSO PREMIER LEAGUE
KCC GROUND, KHANDAGIRI
DATE- 20TH & 21ST DECEMBER
REGARDS - ALL ODISHA TECHNICAL STUDENTS ORGANISATION
ଅଲ ଓଡ଼ିଶା ଟେକ୍ନିକାଲ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ ର ବରିଷ୍ଠ ଉପଦେଷ୍ଠା ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମଳୟ ରଞ୍ଜନ ପତିଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ସାଢେ 4 କୋଟି ଓଡ଼ିଶା ବାସୀଙ୍କ ପ୍ରିୟ ନେତା ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ 77 ତମ ଜନ୍ମ ଦିବସରେ ତାଙ୍କର ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା ପାଇଁ All Odishsa technical Students Organaisation ତରଫରୁ ଭୁବନେଶ୍ବର ସ୍ଥିତ ରାମ ମନ୍ଦିର ଠାରେ ସାମୁହିକ ଦ୍ବୀପ ପ୍ରଜ୍ଜ୍ଵଳନ କରା ଯାଇଛି |
Naveen Patnaik
ଏ.ଓ. ଟି.ଏସ.ଓ. ପରିବାର ର ଜଣେ ସୁ ଛାତ୍ର ସଂଗଠକ ଓ ନେତା ଆଶିଷ ଜେନାଙ୍କୁ ଏ.ଓ. ଟି.ଏସ.ଓ. ପରିବାର ତରଫରୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।🎂🎂💐💐🥳🥳🥳🎉🎉🎉🎉🎂🎂🎂🎂
Best wishes from to our beloved mentor /Respected Brother honorable BJD State Joint secretary (Youth affair)
Your words are antibiotics, your smile is analgesic, your touch is anti-inflammatory, your presence is antiseptic, and your feeling is antipyretic, dear Pharmacists.
Happy World Pharmacists Day
---- All Odisha Technical Students Organaisation (AOTSO) -----
ଏ. ଓ . ଟି . ଏସ . ଓ . ର ବରିଷ୍ଠ ଛାତ୍ର ନେତା ରାଜୀବ ଲୋଚନ ମହାନ୍ତି ଓ ସନ୍ଦୀପ ସ୍ବାଇଁ ଙ୍କୁ ଏ. ଓ . ଟି . ଏସ . ଓ . ପରିବାର ତରଫରୁ ଜନ୍ମ ଦିନର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା ।।
ENGINEER'S DAY CELEBRATION IN AOTSO OFFICE.....
ALL ODISHA TECHNICAL STUDENTS ORGANISATION (AOTSO)
ଏ.ଓ.ଟି.ଏସ.ଓ. ପରିବାର ତରଫରୁ ଆୟୋଜିତ ଗଣେଶ ପୂଜା ଅବସରରେ ଯୋଗଦେଲେ ବିଜୁ ଜନତା ଦଳର ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀଯୁକ୍ତ ଅମରେଶ ପତ୍ରୀ, ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ(ଯୁବ ବ୍ୟାପାର) ଜ୍ୟୋତି ରଞ୍ଜନ ଜେନା , ବିଜୁ ଜନତା ଦଳର ମୁଖ ପାତ୍ର ଡ଼ଃ. ହରିଶ ଚୌଧୁରୀ,
ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ମାନଭଞ୍ଜନ ବେହେରା ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ତ୍ରିଲୋଚନ ତରାଇ ।
ଏ.ଟି.ଏସ.ଓ. ପରିବାର ତରଫରୁ ଆୟୋଜିତ ଗଣେଶ ପୂଜା ଅବସର ର ବିଶେଷ ମୁହୂର୍ତ୍ତ
AOTSO Notification :8/2022
2nd special Ojee Entrance Exam Date Declared
Read the below attached picture for more details.
Regards:- All Odisha Technical Students Organisation (AOTSO)
ଏ.ଓ.ଟି.ଏସ.ଓ. ପରିବାର ତରଫରୁ ଆକାଶ ମହାପାତ୍ର ଭାଇଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
Birthday celebration of our beloved brother Er Rashmi Ranjan Das bhai .
ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟସ ଅର୍ଗାନାଇଯେଶନ ର ଆବାହକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଇଂ. ରଶ୍ମିରଞ୍ଜନ ଦାସ ଭାଇଙ୍କର ଜନ୍ମ ଦିନ ଆଜି ରୋଟାରୀ କ୍ଳବ୍ ଠାରେ ପାଳନ କରାଗଲା । ଉପସ୍ଥିତ ସମସ୍ତ ବିଧାୟକ ଏବଂ ଏ.ଓ. ଟି.ଏସ.ଓ ର. ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅମରେଶ ପତ୍ରୀ ଏବଂ ବିଜୁ ଜନତା ଦଳର ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତା ଏବଂ ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟସ ଅର୍ଗାନଇଯେଶନ ର ସମସ୍ତ ସଦସ୍ୟ ଙ୍କୁ ବହୁତ ବହୁତ ଧନ୍ୟବାଦ୍ ଉପସ୍ଥିତ ରହିଥିବାରୁ ।
ଏ. ଓ. ଟି.ଏସ.ଓ. ପରିବାର ତରଫରୁ " ଏ. ଓ. ଟି.ଏସ.ଓ. " ର ଆବାହକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଇଂ. ରଶ୍ମିରଞ୍ଜନ ଦାସ ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
Birthday celebration of Arun jagdev in our office
" ଜୟ ଜଗନ୍ନାଥ "
Tentative Schedule for Odd Semesters (Regular/Back) Off-Line Examinations 2021-22 [3rd Phase] (1st & 3rd Semester of all UG Courses and 1st Semester of all PG Courses)
Click here to claim your Sponsored Listing.
Videos (show all)
Contact the organization
Telephone
Website
Address
Bhubaneswar
Bhubaneswar
751010
Jagamara, Khandagiri
Bhubaneswar, 751030
Utkal Helping Hands Foundation is an Odisha-based non-governmental organisation.
Bhubaneswar
All Odisha Anganwadi Karmi O Sahayika Samukhya Affiliated By Biju sramik samukhya
KIIT Square
Bhubaneswar
We are a Trust to promote the traditional art and culture of Eastern states of India
Plot-70/3530, Near Hotel Mayfair Lagoon, Jaydev Vihar, Odisha
Bhubaneswar, 751013
Aaina envisages an inclusive society where each person has an identity, independence and exercises his/her rights with dignity and equality.
Bhubaneswar
This page is to support the local artisans of Odisha working in the space of Handloom and Handicrafts.