Rashtriya Swayamsevak Sangha - ଓଡିଶା : Independently Maintained by a Team

Rashtriya Swayamsevak Sangha - ଓଡିଶା : Independently Maintained by a Team

Nearby non profit organizations

Joy Of Mind
Joy Of Mind
751024

You may also like

UK Mensans in Bristol
UK Mensans in Bristol

RSS - UTKAL PRANTA (ODISHA)
Mail- [email protected]
Mobile-9438135048 ,
Address- Sanskruti Bhawan ,D Members 2.5 to 6 million[2]
Website rssonnet.org

THE LARGEST CULTURAL, SOCIAL & SELF DEPENDENCE ORGANISATION IN THE WORLD. Rashtriya Swayamsevak Sangh

Ready for Selfless Service
Founder(s) Dr. Keshav Baliram Hedgewar
Type Volunteer organisation
Founded Vijaya Dashami 1925
Location Nagpur
Coordinates 21.04°N 79.16°E[1]
Key people Mohan Bhagwat
Area served India
Focus : Physical exercises, patriotic thought, Broadness, group discussions on vario

08/04/2024
19/03/2024

କାର୍ଯ୍ୟକର୍ତ୍ତା ନିର୍ମାଣ

Photos from Rashtriya Swayamsevak Sangha - ଓଡିଶା : Independently Maintained by a Team's post 17/03/2024

*ଅଖିଳ ଭାରତୀୟ ପ୍ରତିନିଧି ସଭା, ନାଗପୁର*
-------------------------------------------------------
*ନୂତନ ଦାୟୀତ୍ୱ ଘୋଷଣା:-*
*ସହ କ୍ଷେତ୍ର ପ୍ରଚାରକ:-* ଶ୍ରୀ ଜଗଦୀଶ ପ୍ରସାଦ ଖାଡେଙ୍ଗା ,
*କେନ୍ଦ୍ର:-* ଭୁବନେଶ୍ୱର
*ପ୍ରାନ୍ତ ପ୍ରଚାରକ:-* ଶ୍ରୀମାନ ଶଙ୍କର ପଣ୍ଡା,
*କେନ୍ଦ୍ର:-* ସମ୍ବଲପୁର
*ସହ ପ୍ରାନ୍ତ ପ୍ରଚାରକ:-* ଶ୍ରୀମାନ ସୁରେନ୍ଦ୍ର ପଣ୍ଡା,
*କେନ୍ଦ୍ର:-* ବଲାଙ୍ଗୀର
*ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ଯ:-* ଶ୍ରୀମାନ ବିଷ୍ଣୁ ପାତ୍ର,
*କେନ୍ଦ୍ର:-* ରାଉରକେଲା
*ଭଭୟ ପ୍ରାନ୍ତ ପ୍ରଚାର ପ୍ରମୁଖ:-* ଶ୍ରୀମାନ ସୃଷ୍ଟିଧର ବିଶ୍ୱାଳ,
*କେନ୍ଦ୍ର:-* ସମ୍ବଲପୁର
ଶ୍ରୀମାନ ଅସିତ୍ ସାହୁ
ସହ ପ୍ରାନ୍ତ ପ୍ରଚାରକ,ଓଡିଶା ପୂର୍ବ
*କେନ୍ଦ୍ର*:- କଟକ

17/03/2024

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ଓଡ଼ିଶା ପୂର୍ବ ପ୍ରାନ୍ତର ଦୁଇ ଦିନିଆ ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି (ୟୁବିଏସ୍ଏସ୍) ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହା ସହ ସଂଘର ପ୍ରାନ୍ତ (ପୂର୍ବ) କାର୍ଯ୍ୟକାରିଣୀ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ନୂତନ ପ୍ରାନ୍ତ ପଦାଧିକାରୀ ଘୋଷଣା ହୋଇଯାଇଛି।

ପ୍ରାନ୍ତ ସଂଘଚାଳକ- ସମୀର କୁମାର ମହାନ୍ତି
ସହ- ପ୍ରାନ୍ତ ସଂଘଚାଳକ ମନସୁଖଲଲ ସେଠିଆ
ପ୍ରାନ୍ତ କାର୍ଯ୍ୟବାହ – ଡ. ଅନିଲ କୁମାର ମିଶ୍ର
ସହ- ପ୍ରାନ୍ତ କାର୍ଯ୍ୟବାହ- ସୁଦର୍ଶନ ଦାସ
ସହ- ପ୍ରାନ୍ତ କାର୍ଯ୍ୟବାହ- ରବି ନାରାୟଣ ପଣ୍ଡା
ପ୍ରାନ୍ତ ପ୍ରଚାରକ- ବିପିନ ପ୍ରସାଦ ନନ୍ଦ
ସହ- ପ୍ରାନ୍ତ ପ୍ରଚାରକ- ସୃଷ୍ଟିଧର ବିଶ୍ବାଳ
ପ୍ରାନ୍ତ ଶାରୀରିକ ଶିକ୍ଷଣ ପ୍ରମୁଖ- ବସନ୍ତ କୁମାର ମଲ୍ଲିକ
ସହ- ପ୍ରାନ୍ତ ଶାରୀରିକ ଶିକ୍ଷଣ ପ୍ରମୁଖ- ରଣଜିତ ସିଂ
ପ୍ରାନ୍ତ ବୌଦ୍ଧିକ ଶିକ୍ଷଣ ପ୍ରମୁଖ- ତନ୍ମୟ କୁମାର ମହାପାତ୍ର
ସହ- ପ୍ରାନ୍ତ ବୌଦ୍ଧିକ ଶିକ୍ଷଣ ପ୍ରମୁଖ- ବିଶ୍ବମ୍ଭର ପାଣି
ପ୍ରାନ୍ତ ବ୍ଯବସ୍ଥା ପ୍ରମୁଖ- ମନୋରଞ୍ଜନ ପାତ୍ର
ପ୍ରାନ୍ତ ସେବା ପ୍ରମୁଖ- ସାନ୍ତନୁ ମାଝି
ସହ- ପ୍ରାନ୍ତ ସେବା ପ୍ରମୁଖ- ବେଲେଶ୍ୱର ସାହୁ
ପ୍ରାନ୍ତ ସମ୍ପର୍କ ପ୍ରମୁଖ- ସର୍ବେଶ୍ଵର ବେହେରା
ସହ- ପ୍ରାନ୍ତ ସମ୍ପର୍କ ପ୍ରମୁଖ- ବସନ୍ତ ପତି
ପ୍ରାନ୍ତ ପ୍ରଚାର ପ୍ରମୁଖ- ସୁମନ୍ତ କୁମାର ପଣ୍ଡା

ଏଥିସହିତ ଶରତ ସେନ୍‌, ପ୍ରଭାତ କୁମାର ସାହୁ ଏବଂ ମନୋଜ ଚୌଧୁରୀ ୩ ଜଣ କେନ୍ଦ୍ରୀୟ ପ୍ରତିନିଧିଭାବେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ନିର୍ବାଚନ ପ୍ରତି ୩ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ଏହି ନିର୍ବାଚନରେ ପୂର୍ବ କ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରାସଦ ସାହୁ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବେଳେ ଡ. ଭଗବାନ ତ୍ରିପାଠୀ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିଲେ। ସମୀର କୁମାର ମହାନ୍ତି ପ୍ରାନ୍ତ ସଂଘଚାଳକ ଭାବେ ନିର୍ବାଚିତ ହେବା ପରେ ସେ ତାଙ୍କର ନୂତନ ପ୍ରାନ୍ତ କାର୍ଯ୍ୟକାରିଣୀ ଘୋଷଣା କରିଛନ୍ତି। ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ନୂତନ କାର୍ଯ୍ୟକାରିଣୀରେ ମୋଟ ୨୦ ସଦସ୍ୟ ମନୋନୀତ ହୋଇଥିବା ବେଳେ ଗତିବିଧି କାର୍ଯ୍ୟପାଇଁ ୭ ଜଣ ଏବଂ ନିମନ୍ତ୍ରିତ ସଦସ୍ୟ ଭାବେ ୨ ଜଣ ମନୋନୀତ ହୋଇଛନ୍ତି।

14/02/2024

Jai Shree Ram

Photos from Rashtriya Swayamsevak Sangha - ଓଡିଶା : Independently Maintained by a Team's post 31/01/2024

Some glimps of AYODHYA RAM MANDIR PRATISTHA- 22/01/2024

ଚନ୍ଦ୍ରୟାନ 3 ର ସଫଳ ଅବତରଣ ବିଷୟରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ଡ ମୋହନ ଭାଗବତଙ୍କ ବ 23/08/2023

ଚନ୍ଦ୍ରୟାନ 3 ର ସଫଳ ଅବତରଣ ବିଷୟରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ଡ ମୋହନ ଭାଗବତଙ୍କ ବାର୍ତ୍ତା

ଚନ୍ଦ୍ରୟାନ 3 ର ସଫଳ ଅବତରଣ ବିଷୟରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ଡ ମୋହନ ଭାଗବତଙ୍କ ବ ଚନ୍ଦ୍ରୟାନ 3 ର ସଫଳ ଅବତରଣ ବିଷୟରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ଡ ମୋହନ ଭାଗବତଙ୍କ ବାର୍ତ୍ତା

Photos from Swaradhana , Odisha Paschim Prant's post 07/02/2023
24/01/2023

किसी मजबुरी के कारण संघ के स्वयंसेवक मत बनो. किसी उपद्रव के भय से संघ के स्वयंसेवक मत बनो. किसी स्वार्थ की आशा से संघ के स्वयंसेवक मत बनो.
भय, स्वार्थ और मजबूरी के वश लोग संघ से दूर रहें, इसमें उनका भी भला है और संघ का भी भला है.

- द्वितीय सरसंघचालक माधव सदाशिवराव गोलवलकर

Want your organization to be the top-listed Non Profit Organization in Bhubaneswar?
Click here to claim your Sponsored Listing.

Videos (show all)

Telephone

Address


Damana
Bhubaneswar
751016

Other Community Organizations in Bhubaneswar (show all)
House Gryffindor House Gryffindor
Silicon Institute Of Technology
Bhubaneswar, 751024

Socio-technical event!

All Odisha Anganwadi Karmi O Sahayika Samukhya All Odisha Anganwadi Karmi O Sahayika Samukhya
Bhubaneswar

All Odisha Anganwadi Karmi O Sahayika Samukhya Affiliated By Biju sramik samukhya

AITUC Odisha AITUC Odisha
Bhubaneswar, 751022

One Point Buy Charitable Foundation One Point Buy Charitable Foundation
Digital It Web, 932, 9th Floor, DLF Cybercity, Chandaka Industrial Estate, Patia, Odisha India
Bhubaneswar, 751024

Non Governmental Organization

Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା
Odisha
Bhubaneswar

Official facebook Page of Aryasamaj Odisha. ଫେରି ଯିବା ବେଦ ପଥକୁ

BDA Colony Durga Puja Committee BDA Colony Durga Puja Committee
BDA Colony
Bhubaneswar

To Watch the Live Telecast of BDA Colony Durga Puja-2023, please Like and Follow this official page.

M.B.Youth Club, Patharagadia M.B.Youth Club, Patharagadia
Patharagadia
Bhubaneswar

Football for all...

Kalinga book fair Kalinga book fair
Exhibition Ground
Bhubaneswar

We are making the best effort to provide the ultimate platform for the Book Lovers, Book Sellers, and the Academic Institutions to interact and build the relationship at par.

BHIM ARMY Odisha BHIM ARMY Odisha
Bhubaneswar

ପ୍ରତ୍ୟେକ ସାଥି 20ଜଣ ଆମ୍ବେଦକରବାଦୀ ଙ୍କୁ ଯୋଡନ୍ତୁ l jay bhim

Aliva Foundation Aliva Foundation
Bhubaneswar

Life is not a matter of milestone but of moments